ଯାଜପୁର

ଯୌତୁକ ପାଇଁ ବୋହୂଙ୍କୁ ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ କୋର୍ଟ ଚାଲାଣ

କୋରେଇ,୩୧।୧୦(ସ୍ବ.ପ୍ର)- କୋରେଇ ଥାନା ଗୌରପୁର ପଞ୍ଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ଦାବିକରି ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ…

5 years ago

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଯାଜପୁର ଟାଉନ,୩୦-୧୦(ଡି.ଏନ୍‌.ଏ.)- ଜିଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ…

5 years ago

ମରାମତି ଅପେକ୍ଷାରେ ଖଣ୍ଡିତର-ରାଜଘାଟ ନଦୀବନ୍ଧ:୭.୮୬ କୋଟି ଟଙ୍କା ବ୍ୟୟବରାଦ

ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ ଗଡା…

5 years ago

କ୍ଷତିପୂରଣ ଦାବିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୩୦-୧୦(ଡି.ଏନ୍‌.ଏ.)- ଗତ ସପ୍ତାହରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁ ବଡ଼ଚଣା ବ୍ଲକର ବହୁ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି କ୍ଷୟକ୍ଷତି…

5 years ago

କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ…

5 years ago

ଚୋରାରେ ପିଗ୍‌ ଆଇରନ କିଣି ଗିରଫ ହେଲେ ଶିଳ୍ପପତି

ଯାଜପୁର ଅଫିସ, ୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ଛତିଶଗଡ଼ ଯାଉଥିବା ପିଗ୍‌ ଆଇରନକୁ ଚୋରାରେ କିଣି ରାରକେଲାର ଜଣେ ଶିଳ୍ପପତି ଯାଜପୁର ପୋଲିସ…

5 years ago

ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ: ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ ବ୍ରାହ୍ମଣୀ…

5 years ago

ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଦିନକୁ ଦିନ କଳାବଜାରୀଙ୍କ ସାମ୍ରାଜ୍ୟ ବଢିବାରେ ଲାଗିଛି। ଯାହାକି ପ୍ରତ୍ୟେକ୍ଷ ଭାବେ ରାଜ୍ୟ ରାଜକୋଷକୁ ପ୍ରଭାବିତ…

5 years ago

ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ: ପ୍ରତିଶ୍ରୁତିପରେ ହଟିଲା ରାସ୍ତା ରୋକୋ

ବରୀ/ରତ୍ନଗିରି,୩୦-୧୦(ସ୍ବ.ପ୍ର./ଡି.ଏନ୍‌.ଏ.)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବରୀ-ବରୁହାଁ ମୁଖ୍ୟ ରାସ୍ତାର ବରୀ ମାଉଣ୍ଡ ବଜାର ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ…

5 years ago

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଏସ୍‌ପିଙ୍କ ନାମରେ ଥାନାରେ ଏତଲା

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜିଲା ଅଶାନ୍ତ ହେବାରେ ଲାଗିଛି। ଜିଲା…

5 years ago