ଯାଜପୁର

ନିର୍ମାଣର ମାସେ ନ ପୂରୁଣୁ ଉଠିଲା ପିଚୁ

ଚଣ୍ଡିଖୋଲ,୨୪ା୨(ଡି.ଏନ.ଏ.):ଯାଜପୁର ଜିଲା ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନରେ ରହିଛି ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତା। ଏହି ରାସ୍ତା ନିର୍ମାଣ ଗତ ମାସରେ ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏହାକୁ ମାସେ ନ ପୁରୁଣୁ ଏଥିରୁ ପିଚୁ ଉଠି ଯାଇଥିବା ଦେଖାଦେଇଛି। ଫଳରେ ଏହାକୁ ନେଇ...

କଶ୍ମୀର କୋଳି ଚାଷରେ ସ୍ବାବଲମ୍ବୀ ରାଜେନ୍ଦ୍ର

କଳିଙ୍ଗନଗର,୨୩ା୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳରେ ନବେ ଦଶକରୁ କୃଷି ଧୂଳିସାତ ହୋଇସାରିଛି। ଅନ୍ୟପକ୍ଷରେ ଏହି ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଯୁବଗୋଷ୍ଠୀ ହତାଶ ହେଉଥିବାବେଳେ ନିଜ ନାଆରେ ନିଜେ ନାଉରୀ ପାଲଟିଛନ୍ତି ଏଠାକାର ଜଣେ ଉଦ୍ୟମୀ ଚାଷୀ ରାଜେନ୍ଦ୍ର ଘଡ଼ାଇ। ନିଜର...

ବ୍ୟାସନଗରରେ ପ୍ରତିଷ୍ଠା ହେବ ୟୁପିଏଚ୍‌ସି

ଯାଜପୁର ଅଫିସ,୨୩ା୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରର ସର୍ବାଙ୍ଗୀନ ବିକାଶ ନେଇ ସରକାର ତପତ୍ରତା ଦେଖାଉଥିବା କହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହାସହ ଖଣି ଏବଂ ଶିଳ୍ପସଂସ୍ଥା...

ପ୍ରାଚୀନ ଶ୍ୟାମେଶ୍ୱର ଶୈବପୀଠ ଅବହେଳିତ

ପ୍ରୀତିପୁର,୨୩ା୨(ଡି.ଏନ୍‌.ଏ.): ଯାଜପୁରର ପ୍ରାଚୀନ ସାହିତ୍ୟ, ନୃତତ୍ତ୍ବ, ପ୍ରନତ୍ତତ୍ତ୍ବ, ଭାସ୍କର୍ଯ୍ୟ, ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସମୃଦ୍ଧ ଇତିହାସ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥାଏ। ଏହା ଶକ୍ତିକ୍ଷେତ୍ର ଭାବେ ସାରା ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ଏବେ...

ରାଜପଥରୁ ହଟୁନି ଜବରଦଖଲ

ରସୁଲପୁର,୨୩ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀଠାରୁ ଖଣ୍ଡିତର ପାର୍ଶ୍ୱସ୍ଥ ଖରସ୍ରୋତା ନଦୀ ମଧ୍ୟରେ ୧୨ କି.ମି. ପର୍ଯ୍ୟନ୍ତ ୧୬ନମ୍ବର ଜାତୀୟ ରାଜପଥ ଉପରେ ଦିନକୁ ଦିନ ଜବରଦଖଲ ବଢ଼ିବାରେ ଲାଗିଛି। ହେଲେ ଜବରଦଖଲ ହଟାଇବା ଦିଗରେ...

୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ

ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର ଡିପାର୍ଟମେଣ୍ଟ(ଜିଡବ୍ଲ୍ୟୁଡି) ନିର୍ଦ୍ଦେଶାଳୟ ପକ୍ଷରୁ ୧୯୯୫ ରୁ ୨୦୦୧ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଲବଣତା...

ରାମଚନ୍ଦ୍ରଙ୍କ ପାଇଁ ଆବାସ ଘର ସ୍ବପ୍ନ

କାଏମା,୨୧ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାମଚନ୍ଦ୍ର ପରିଡାଙ୍କ ପାଇଁ ସାତ ସପନ ହୋଇଛି। ବୃଦ୍ଧ ବୟସରେ ରାମଚନ୍ଦ୍ରଙ୍କ ଜୀବନ ଭଙ୍ଗାଘରେ ଦୁର୍ଦ୍ଦଶା ଭିତରେ ବିତୁଛି। ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମପଞ୍ଚାୟତ ଗୋବିନ୍ଦରାମପାଟଣାରେ ରାମଚନ୍ଦ୍ରଙ୍କ ଘର। ପରିବାର କହିଲେ ସେ...

ଏନ୍‌ସି କଲେଜକୁ ୨୦.୮୮ କୋଟି ମଞ୍ଜୁର

ଯାଜପୁର ଅଫିସ,୨୧ା୨:ଯାଜପୁର ଟାଉନ୍‌ସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ କଲେଜର ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ୨୦କୋଟି ୮୮ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏଥିରେ କଲେଜର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପ୍ରଶାସନିକ, ବିଜ୍ଞାନ ଓ...

ରାତିଅଧିଆ ଚାଲିଛି ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ

କୋରେଇ,୨୧ା୨(ଡି.ଏନ.ଏ):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ସମୁଦାୟ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତିକରଣ ଆରମ୍ଭ ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ କେତେକ କାର୍ଯ୍ୟ ରାତିଅଧିଆ ଚାଲିଥିବା ଦେଖିବାକୁ...

୬୪୧୨ ଜନବସତିକୁ ରାସ୍ତା ନାହିଁ

ଯାଜପୁର ଅଫିସ,୨୧ା୨: ରାଜ୍ୟରେ ଏବେବି ୬,୪୧୨ ଜନବସତିକୁ ରାସ୍ତା ସଂଯୋଗ ହୋଇପାରିନାହିଁ। ଏଥିରେ କୋରାପୁଟ ଜିଲାରେ ସର୍ବାଧିକ ୮୪୮ ଜନବସତି ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ର ସ୍ବତନ୍ତ୍ର ତଥ୍ୟଭିତ୍ତିକ ସଫ୍ଟଓ୍ବେର ‘ଅନ୍‌ଲାଇନ୍‌ ମ୍ୟାନେଜମେଣ୍ଟ ମନିଟରିଂ ଆଣ୍ଡ ଆକାଉଣ୍ଟିଂ...

ବିକାଶରେ ବାଧକ ଶୋଚନୀୟ ରାସ୍ତା

ଯାଜପୁର ଅଫିସ,୨୦।୨: ଯାଜପୁର ଜିଲା ଗଠନ ହେବାର ୩୦ ବର୍ଷ ପରେ ବି ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ। ସବୁଦିନିଆ ରାସ୍ତା ସୁଦୃଢ଼ ନ ଥିଲେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା,...

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

କଳିଙ୍ଗନଗର,୧୯।୨(ଡି.ଏନ.ଏ.): ବ୍ୟାସନଗର ସହରର ପ୍ରିୟଦର୍ଶିନୀ ମାର୍ଗ ୧୫ନଂ. ୱାର୍ଡରେ ଥିବା କପିଳେଶ୍ୱର ଶିବମନ୍ଦିରରେ ଶନିବାର ମହାଶିବରାତ୍ରି ଉପଲକ୍ଷେ ଦୀପ ଜାଳୁଥିବାବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରିୟଦର୍ଶିନୀ ରୋଡ ଅଞ୍ଚଳର ପ୍ରଭାସିନୀ ଖିଲାର(୫୯)। ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri