ଯାଜପୁର

ଜଳାଶୟ କିସମ ବି ବାଦ୍‌ ପଡୁନି

ଅଭିଳାଷ ଦାସ ଯାଜପୁର ରୋଡ,୧୮ା୧: ଶିଳ୍ପାୟନ ଏବଂ ଦ୍ରୁତ ସହରୀକରଣ ଯାଜପୁର ଜିଲାର କଳିଙ୍ଗନଗର ଏବଂ ଏହାର ମୁଖଶାଳା ବ୍ୟାସନଗର ସହରରେ ଜମି ମାଫିଆଙ୍କୁ ଜନ୍ମ ଦେଇଛି । ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ...

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ତ୍ରୁଟି

ବରୀ,୧୮ା୧(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବଣ୍ଟନ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ପାଇଁ ନିର୍ଦ୍ଦିଷ୍ଟ ନିୟମ ଜାରି କରାଯାଇଛି। ମାତ୍ର ବରୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଲାଗିଥିବା ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ଜନସାଧାରଣଙ୍କ...

ସିଟି, ବି.ଏଡ୍‌ ତାଲିମରୁ ଛାତ୍ରୀଛାତ୍ର ବଞ୍ଚିତ

ଯାଜପୁର ଅଫିସ,୧୮ା୧: ଯାଜପୁର ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର (ଡିଆଇଇଟି)ରେ ଗତ ୨ ବର୍ଷ ହେଲା ସିଟି ଓ ବି.ଏଡ୍‌ ଆଡ୍‌ମିଶନ ବନ୍ଦ ରହିଛି। ପୂର୍ବରୁ ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପ୍ରଦାନରେ ଅନିଶ୍ଚିତତା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି...

ଆଜି ଓଳାଶୁଣୀରେ କେଶ ଯାତ୍ରା

ଚଣ୍ଡିଖୋଲ,୧୭ା୧:ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ତଥା ଆସନ୍ତା ୧୮ରେ ଆରମ୍ଭ ହେବ। ମେଳା ଆରମ୍ଭ ପୂର୍ବରୁ ଏହାର ନିଆରା ପରମ୍ପରା ରବିବାର ଦେଖିବାକୁ ମିଳିବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ...

ଇଚ୍ଛାମୃତ୍ୟୁ ଆବେଦନ କଲେ ମହିଳା

ଯାଜପୁର ଟାଉନ, ୧୭ା୧(ଡି.ଏନ.ଏ.):ଯାଜପୁର ସହର କୁସୁମା ରୋଡ୍‌ ଶୀତଳେଶ୍ୱର ଗ୍ରାମର କୋରେଶା ବିବି ନାମକ ଜଣେ ସଂଖ୍ୟାଲଘୁ ମହିଳା ସୋମବାର ଯାଜପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। କୋରେଶା ଜିଲା ପ୍ରଶାସନ ଓ ପୌରପ୍ରଶାସନ ଜୁଲମ୍‌...

ଅସହାୟ ସବିତାଙ୍କୁ ସାତସପନ ସରକାରୀ ସହାୟତା

କାଏମା,୧୬ା୧(ଡି.ଏନ.ଏ.) :ଗରିବ ବିଧବାଙ୍କୁ ସରକାରୀ ସହୟତା ଯୋଜନାରେ ସାମିଲ କରିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଏଥିରୁ ସବିତାଙ୍କ ଅସହାୟ ପରିବାର ବଞ୍ଚିତ ହୋଇଛନ୍ତି। ଧର୍ମଶାଳା ବ୍ଲକ ବଡକାଏମା ପଞ୍ଚାୟତର ଗୋଗଳ ଗ୍ରାମର ଅସହାୟ ବିଧବା ସବିତା ସାମଲଙ୍କ ଛୋଟ...

ବ୍ରହ୍ମବରଦା ବ୍ରାହ୍ମଣୀ ସେତୁରେ ଜମୁଛି ବାଲି, ବଢୁଛି ଦୁର୍ଘଟଣା

ବ୍ରହ୍ମବରଦା,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଓ ମହେଶ୍ୱପୁର ପଞ୍ଚାୟତରେ ଲଘୁଖଣିଜ୍ୟ ପରିବହନ ସମୟରେ ମହେଶ୍ୱରପୁର ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ସେତୁ ଉପରେ ଚାଖଣ୍ଡେ ମୋଟ ବହଳର ବାଲି ଜମି ହୋଇ ରହିଛି। ଫଳରେ ସେତୁ ଉପରେ ବାଇକ୍‌ ଓ ସାଇକେଲ ଚାଳକ...

ଏନ୍‌ଏଚ୍‌ କଡ଼ରେ ଲାଗୁଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳ ଦେଇ ୨ ଜାତୀୟ ରାଜପଥ(ଏନ୍‌ଏଚ୍‌) ୧୬ ଓ ୨୦ ନମ୍ବର ଅତିକ୍ରମ କରିଛି। ମାତ୍ର ଏହି ୨ ରାଜପଥ କଡ଼ରେ ବେଆଇନ ଭାବେ ଘରୋଇ ପଚାରପତ୍ର ଲାଗୁଛି। ଫଳରେ ରାଜପଥର ଉଭୟ ପାର୍ଶ୍ୱସ୍ଥ ସ୍ଥାନଗୁଡିକ ଘରୋଇ...

ବିକାଶଠାରୁ ବିନାଶ ବଳି ପଡୁଛି

ଯାଜପୁରର ଅଫିସ,୧୬ା୧:ଯାଜପୁର ଜିଲାରେ ଯେଉଁ ପରିମାଣରେ ବିକାଶ ହେଉଛି ତାହାର ବହୁ ଗୁଣ ଅଧିକ ବିନାଶ ହେବାରେ ଲାଗିଛି। ଶିଳ୍ପ, ଖଣି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି ଭଳି କେତେକ କ୍ଷେତ୍ରକୁ ଅବଲୋକନ କଲେ ଏହା ଜଳଜଳ ହୋଇ...

ଘରକରଣା ସାମଗ୍ରୀ କିଣିବାକୁ ଭିଡ଼

ପ୍ରୀତିପୁର,୧୬ା୧(ଡି.ଏନ୍‌.ଏ.):ବରୁଣେଶ୍ୱର ମେଳା ରବିବାର ୨ୟ ଦିନରେ ପହଞ୍ଚତ୍ଥିବା ବେଳେ ମେଳା ବୁଲିବାକୁ ହଜାରହଜାର ସଂଖ୍ୟାରେ ଜନସାଧାରଣଙ୍କ ସୁଅ ଛୁଟିଛି। ମେଳାରେ ଘର କରଣା ସାମଗ୍ରୀ କିଣିବାକୁ ମହିଳାମାନେ ବିଭିନ୍ନ ଷ୍ଟଲ୍‌ରେ ଭିଡ଼ ଜମାଉଛନ୍ତି। ଏହି ଅବସରରେ ମେଳା ପଡ଼ିଆ ମଧ୍ୟରେ...

ଷ୍ଟକ୍‌ୟାର୍ଡକୁ ନେଇ ଚିନ୍ତା ଘାରିଛି

ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ, ଯକ୍ଷ୍ମା, ଲିଭର ଆଦି ରୋଗରେ ପ୍ରାଣ...

ଘନକୁହୁଡ଼ି ହେଲା କାଳ: ଦୁର୍ଘଟଣାରେ ୨ ମୃତ, ୫ ଆହତ

ରସୁଲପୁର,୧୪।୧: ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri