ଯାଜପୁର

ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର ଅଫିସ,୧ା୧୨: ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର...

ଅପ୍ରୋଚ ରୋଡ଼ ନିର୍ମାଣରେ ଫାଟ

ଚଣ୍ଡିଖୋଲ,୧ା୧୨ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ଉପଖଣ୍ଡ ଅଧୀନ ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତାର ଚାରିନଙ୍ଗଳଠାରେ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ କାମ ୨ବର୍ଷ ହେବ ଶେଷ ହୋଇଛି। ହେଲେ ଉଭୟ ପାର୍ଶ୍ୱରେ ଅପ୍ରୋଚ୍‌...

ପ୍ରେମିକାଙ୍କ ଭାଇକୁ ହତ୍ୟା କଲେ ପ୍ରେମିକ

କାଳିଆପାଣି,୩୦।୧୧(ଡି.ଏନ.ଏ.): ପ୍ରେମିକାଙ୍କ ଭାଇକୁ ଖଣ୍ତାରେ ହାଣି ହତ୍ୟା କଲେ ପେମିକ। ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଟାଟା ବଜାରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି। ଏହାକୁ ନେଇ ଆଜି ବୁଧବାର ସକାଳୁ ଟମକା-ମଙ୍ଗଳପୁର ରାସ୍ତାକୁ...

ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଠିକାଦାର ନିର୍ମାଣରେ ଅନିୟମିତତା...

ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ

ରସୁଲପୁର,୨୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅନ୍ତଃବସ୍ତ୍ର...

୨୩ କୋଟିର ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୨୯ା୧୧: ସୁକିନ୍ଦା ଖଣି ଅଞ୍ଚଳରେ କେତେକ ସଂଗଠନ ଏବଂ ଲୋଡିଂ ଠିକାଦାରଙ୍କ ଦ୍ୱାରା ଶ୍ରମିକମାନେ ଶୋଷଣର ଶିକାର ହୋଇଛନ୍ତି। କରୋନା ସମୟରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇଥିବା ଶ୍ରମିକ କଲ୍ୟାଣ ପାଣ୍ଠିରୁ ପ୍ରାୟ...

ନାହାନ୍ତି ଆବଶ୍ୟକ ଡାକ୍ତର, ସେବା ବିପର୍ଯ୍ୟସ୍ତ

ବିଞ୍ଝାରପୁର,୨୯ା୧୧(ଡି.ଏନ.ଏ.): ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତ କରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ...

ଦର୍ପଣ ଗଡ଼ ମନ୍ଦିରରୁ ଚୋରି ମୂର୍ତ୍ତି ଦିଲ୍ଲୀରୁ ଜବତ

ଚଣ୍ଡିଖୋଲ,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ମା’କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଦିଲ୍ଲୀରୁ ଜବତ କରାଯାଇଛି। କିଛିଦିନ ତଳେ ଦିଲ୍ଲୀ ଏୟାର ପୋର୍ଟରୁ ଏହି ମୂର୍ତ୍ତି ଜବତ ହୋଇଥିବା ନ଼େଇ ସୋମବାର...

ବିନା ଅନୁମତିରେ ଅନୁପସ୍ଥିତ: ୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ରଗଡ଼ି,୨୮ା୧୧(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ୍‌ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ୬ ଜଣ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡିଛି। ଗତ ୨୪ ତାରିଖ ମଧ୍ୟାହ୍ନରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ସ୍କିମ୍‌) ଶଶଧର ସିଂ ପରିଦର୍ଶନରେ...

ବିରୂପା ନଦୀବନ୍ଧ ଘାଇ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

ଚଣ୍ଡିଖୋଲ,୨୮ା୧୧(ଡି.ଏନ.ଏ.): କଟକ ଜଗତପୁର-ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରଠାରେ ରବିବାର ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ପହଞ୍ଚି ଘାଇ ବନ୍ଧା ହୋଇଥିବା ସ୍ଥଳ ପରିଦର୍ଶନ କରିଛନ୍ତି। ସେମାନେ...

କ୍ୟାମେରା ପାଖେ ମନ୍ଥର, ପରେ କ୍ଷିପ୍ର

ଯାଜପୁର ଅଫିସ,୨୮ା୧୧: ବିଶ୍ୱରେ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରାୟ ୧୧% ଭାରତରେ ହେଉଛି। ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ହେତୁ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ...

ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ଦିଗହରା

ଚଣ୍ଡିଖୋଲ,୨୭ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଯୁବତୀଯୁବକ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ଗ୍ରାମାଞ୍ଚଳରେ କୁକୁଡ଼ା ଚାଷ କରିବା ସହ ଅଣ୍ଡା ଉପତ୍ାଦନ କରି ତାହାକୁ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri