ଯାଜପୁର

ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ନାଲି ଚାଉଳ

ଚଣ୍ଡିଖୋଲ,୩ା୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଦେଉଛନ୍ତି। ଏହି ଚାଉଳ ସମ୍ପୂର୍ଣ୍ଣ ଧଳା ଓ ପରିଷ୍କାର ହୋଇଥିବା ଆବଶ୍ୟକ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମାତ୍ର କେତେଜଣ...

ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ,୨।୧୦ (ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ...

ନବବିବାହିତାଙ୍କୁ ହତ୍ୟା ଅଭିଯୋଗ

ରସୁଲପୁର,୨।୧୦(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗ୍ରାମର ରାଜକିଶୋର ମଳିକଙ୍କ ସ୍ତ୍ରୀ ପିଙ୍କି ପ୍ରଧାନ। ଏ ସମ୍ପର୍କରେ ପିଙ୍କିଙ୍କ ବାପା ରଞ୍ଜନ ପ୍ରଧାନ...

ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ ପୀଠକୁ ସୁରକ୍ଷା ଦେବା ପାଇଁ ପାଚେରି ନିର୍ମାଣ ହୋଇଥଲା ବେଳେ ଅସାମାଜିକ ବ୍ୟକ୍ତି...

୧୬ ବର୍ଷ ପରେ ବି ସରୁନି ଛାତ୍ରାବାସ କାର୍ଯ୍ୟ

ଚଣ୍ଡିଖୋଲ,୩୦ା୯(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ପୁନରୁଦ୍ଧାର କରି ୫-ଟିରେ ରୂପାନ୍ତରୀକରଣ କରୁଛନ୍ତି। ହେଲେ ଏହି କାର୍ଯ୍ୟରେ ବହୁ ଅନିୟମିତତା ହେଉଛି। ଅନେକ ସ୍ଥାନରେ କେବଳ ରଙ୍ଗ ବୋଳି ଓ ଶ୍ରେଣୀ ଗୃହ ଟାଇଲ୍‌ ବିଛାଇ ବାହାର ଚକ୍‌ଚକ କରାଯାଉଛି। ହେଲେ ଭିତର...

ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀ ଜୀବନଗଲା

ବରୀ,୨୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ। ତାଙ୍କର କିମ୍ଭିରିଆପାଳ...

ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ

ବରୀ,୨୭।୯(ଡି.ଏନ୍‌.ଏ.): ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ...

ରାଶନ ମିଳିଲା ନାହିଁ, ତାତିଲେ ହିତାଧିକାରୀ

ବରୀ,୨୭।୯(ଡି.ଏନ.ଏ.):ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସରେ ସରକାରୀ ନିୟମ ମୁତାବକ ଚାଉଳ ଓ ଗହମ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଦାୟିତ୍ୱରେ ଥିବା ସରକାରୀ ଖୁଚୁରା ବିକ୍ରେତା(ରିଟେଲର) ହିତାଧିକାରୀମାନଙ୍କ ରାଶନ...

ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ସେହି ଯୋଜନା ଯେମିତି ପହଞ୍ଚି ପାରିନାହିଁ। ଏଥିପାଇଁ...

ଗୋପାଳପୁରରେ ଆରମ୍ଭ ହେଲା ବୁଣାକାର ହାଟ

ରସୁଲପୁର,୨୬ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବୁଣକାର ଗାଁଭାବେ ଗୋପାଳପୁରର ସାରା ରାଜ୍ୟରେ ସୁନାମ ରହିଛି। ଏହି ଗାଁରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ବସବାସ କରୁଛନ୍ତି। ତେଣୁ ଏଠାରେ ରବିବାରଠାରୁ ଜୟଜଗନ୍ନାଥ ବୁଣାକାର ସାପ୍ତାହିକ ହାଟ ଶୁଭାରମ୍ଭ କରାଯାଇଛି। ହାଟର...

ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ।...

ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri