ଯାଜପୁର

ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ।...

ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା...

ଗାଈ ଚରାଉଥିବା ସମୟରେ ବଜ୍ରପାତ, ଚାଲିଗଲା କୃଷକଙ୍କ ଜୀବନ

ସିଂହପୁର,୨୫ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଅଭିରାମ ସେଠୀ (୪୦) ଶନିବାର ଅପରାହ୍ନରେ ବିଲରେ ଗାଈ ଚରାଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଛି। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା...

ଅବହେଳାର ଶିକାର ୨ ଅସହାୟ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୨୫।୯: ଅସହାୟମାନଙ୍କ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ...

ଜବରଦଖଲରେ ଗଳିପୋଲ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଗଣେଶ ବଜାର ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ଗଳିପୋଲକୁ ଜବରଦଖଲ କରାଯାଉଛି। ବ୍ୟବସାୟୀମାନେ ପରିବା ପରିବହନ କରିବାରେ ବ୍ୟବହାର କରୁଥିବା ଟ୍ରକ୍‌ ଓ ଛୋଟବଡ଼ ଗାଡିଗୁଡ଼ିକୁ ପୋଲ ତଳେ ପାର୍କିଂ କରି...

ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କ ଗୁହାରି ଶୁଣିଲା ପ୍ରଶାସନ

କୋରେଇ,୨୫।୯(ସ୍ବ.ପ୍ର.): ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କ ଗୀତ ମାଧ୍ୟମରେ ଗୁହାରି ଶେଷରେ ପ୍ରଶାସନ ଶୁଣିଲା। ଗୃହ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ତାଙ୍କୁ ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକ ରଗଡ଼ି ମୌଜାରେ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜମି ଯୋଗାଇ ଦିଆଯାଇଛି।...

ବସଷ୍ଟାଣ୍ଡରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ରସୁଲପୁର,୨୪।୯(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ...

ସଡ଼କ ସୂଚନା ବ୍ୟବସ୍ଥାକୁ ଆର୍‌ଡିର ଅବହେଳା

ଯାଜପୁର ଅଫିସ,୨୧ା୯: ଜନଜୀବନର ସୁରକ୍ଷା ଏବଂ ନିରାପଦ ଯାତାୟାତ ପାଇଁ ସାରା ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ରାସ୍ତା ଓ ବ୍ରିଜ ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ରାସ୍ତା ନିର୍ମାଣ ସମୟରେ...

ଓଲଟିଲା ଟୁରିଷ୍ଟ ବସ୍‌: ୧୯ ଆହତ

ଯାଜପୁର ଅଫିସ,୨୦।୯: ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ମଙ୍ଗଳବାର ସକାଳେ ଏକ ଟୁରିଷ୍ଟ ବସ୍‌ ଓଲଟି ପଡିଛି। ଏଥିରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ...

୨୫ ସୁଧା ନାମ ପଞ୍ଜୀକରଣ ନ କଲେ ପିଏମ୍‌ କିଷାନ ଯୋଜନାରୁ ବଞ୍ଚତ୍ତ ହେବେ ଚାଷୀ

ରସୁଲପୁର,୨୦ା୯(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୨୮ପଞ୍ଚାୟତରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ରାଜ୍ୟ ସରକାରଙ୍କ କାଳିଆ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ହେଉଛନ୍ତି ା ଏହି କ୍ରମରେ ସମଗ୍ର ବ୍ଲକ ଅଞ୍ଚଳରୁ ୧୭,୭୭୫ଚାଷୀ...

ବର୍ଷା ପାଣିରେ ପିଲା ଭିଜିବାରୁ ଅଭିଭାବକଙ୍କ ଉତ୍ତେଜନା

ସିଂହପୁର,୧୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ନୋଡାଲ ବିଦ୍ୟାଳୟର ଶ୍ରେଣୀଗୃହରେ ବର୍ଷା ପାଣି ପଶିବାରୁ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, ସିଂହପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନାହିଁ। ଆଠଟି...

ସ୍ବାମୀଙ୍କ ଉପରେ ଗରମ ପାଣି ଢାଳିଲେ ସ୍ତ୍ରୀ

ବିଞ୍ଝାରପୁର,୧୯ା୯(ଡି.ଏନ.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଶନିବାର ରାତିରେ ବିଞ୍ଝାରପୁର ଥାନା ଅଧୀନ ଶାସନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସେକ୍‌ ଆଲ୍ଲାଉଦ୍ଦିନ(୪୮) ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ଗରମ ପାଣି ଢାଳି ରାଗ ସୁଝାଇଛନ୍ତି। ଫଳରେ ଆଲ୍ଲାଉଦ୍ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri