ଯାଜପୁର

ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଫାଟ

ଯାଜପୁର ଅଫିସ,୨୭ା୫: ରାଜ୍ୟରେ ମେଗା ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହେଉଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ପାଇପ ବିଛା କାର୍ଯ୍ୟରେ ବିଭାଗୀୟ ଯୋଜନା ଅନୁସାରେ ସମ୍ପାଦନ...

କାମରେ ଲାଗୁନି ଅଙ୍ଗନୱାଡି ଗୃହ

କୋରେଇ,୨୭ା୫(ସ୍ବ.ପ୍ର.): କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଉପୁଳାଇ ଅଙ୍ଗନୱାଡି ଗୃହ ପିଲାଙ୍କ କାମରେ ଲାଗୁନି। ଦୁଇବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପିଲା ଏଠାରେ ପଢିବାର ସୁଯୋଗ ପାଉନାହାନ୍ତି। ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ...

୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା କରିଥିଲେ। ଚାଷୀଙ୍କ ସଙ୍ଗଠିତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ପାଇଁ ଧାନ...

ପ୍ରଭାବିତ ହେବ ଖରିଫ୍‌ ଧାନ ଚାଷ

ରସୁଲପୁର,୨୬।୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ କରାଯିବାକୁ ପ୍ରସ୍ତୁତି ହେଉଛି। ତେବେ ଅସ୍ବାଭାବିକ ପାଣିପାଗ ଯୋଗୁ କ୍ଷେତ ପ୍ରସ୍ତୁତ ହୋଇପାରୁନାହିଁ। କ୍ଷେତରେ ବତର ନ ଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ।...

ବିବାହ ବାହାନାରେ ରାଜସ୍ଥାନକୁ ମହିଳା ଚାଲାଣ

ଯାଜପୁର ଅଫିସ,୨୬ା୫: ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ବିବାହ ଆଳରେ ଗରିବ ଯୁବତୀ ଓ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଅତୀତରେ ଅନେକ ଅଭିଯୋଗ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ମଙ୍ଗଳବାର ଯାଜପୁର...

ପିଜୁଳି ଚାରା ଉପାଡ଼ି ଫିଙ୍ଗିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜାରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ମେଶିନ ଲଗାଇ ଏକାଧିକ ଗଛ ବେଆଇନ ଭାବେ କଟାଯାଇଛି। ଏଥିପାଇଁ ଜଙ୍ଗଲ ସଂରକ୍ଷଣ...

ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ ହରିଲୁଟ

ଯାଜପୁର ଅଫିସ,୨୫ା୫: ସମଗ୍ର ଶିକ୍ଷା ଯୋଜନାରେ ଯାଜପୁର ଜିଲାରେ ବିପୁଳ ଅର୍ଥ ବ୍ୟୟରେ ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୭-୧୮ ଏବଂ ୨୦୧୯-୨୦ ବର୍ଷରେ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ(ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ)ରେ ବଡ଼ଚଣା, ଦଶରଥପୁର, ଧର୍ମଶାଳା, ଯାଜପୁର ଓ ବରୀ...

ଭାଲୁକାହୁଡ଼ିରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଗଠନକୁ ୨୯ ବର୍ଷ ପୂରିଛି। ଇତିମଧ୍ୟରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨ ବର୍ଷ ଧରି ବିଜେଡି ଟିକେଟରେ ବହୁ ନେତା ପ୍ରତିନିଧିତ୍ୱ କରିଛନ୍ତି। କେତେଜଣ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ...

ସ୍ମାର୍ଟ ସ୍କୁଲ୍‌ ପରିସରରେ ବୋମା

ରସୁଲପୁର,୨୩ା୫(ଡି.ଏନ.ଏ.): ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ୍‌ ହୋଇଥିବା ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ରବିବାର ପୂର୍ବାହ୍ନରେ ଏକ ବୋମା ଠାବ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ...

ରାମ୍‌କୋ ସିମେଣ୍ଟକୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରିିଥିବା ରାମ୍‌କୋ ସିମେଣ୍ଟ କାରଖାନାକୁ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କାରଣ ଦର୍ଶାଅ ନୋଟିସ ଦେଇଛି। ବୋର୍ଡର...

ବିପଦକୁ ଟାଣୁଛି ମୁକୁଳା ଟ୍ରାନ୍ସଫର୍ମର

ରସୁଲପୁର,୨୦ା୫(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଭୋଟକା ପଞ୍ଚାୟତର ଶାରଳା ଛକ ଓ ପଞ୍ଚାୟତ ଅଫିସ ହନୁମାନ ମନ୍ଦିର ନିକଟରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ତେବେ ଛକକୁ ଦୈନିକ ଶତାଧିକ ଲୋକ ଯାଆସ କରୁଛନ୍ତି। ଏହି ବାଟ ଦେଇ ବହୁ...

କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କାର୍ଯ୍ୟକାରୀ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଅନେକ କୋଟି ଟଙ୍କାର ପ୍ରକଳ୍ପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri