ଯାଜପୁର

ଲାଭଦାୟକ ହେଉନି ଚିନାବାଦାମ ଚାଷ

ରସୁଲପୁର,୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପନିପରିବା, ତୈଳବୀଜ, ଡାଲିଜାତୀୟ ଓ ଆଖୁ ଭଳି ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦିଅନ୍ତି। ଏହି ଅଞ୍ଚଳରେ ତୈଳବୀଜ ଜାତୀୟ ଫସଲ ମଧ୍ୟରୁ ଚିନାବାଦାମ ଚାଷ ଅଧିକାଂଶ କ୍ଷେତରେ କରାଯାଇଥାଏ। ଚଳିତବର୍ଷ ବ୍ଲକ...

ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ ତହସିଲଦାର ଅବିନାଶ ବିଶ୍ୱଜିତ୍‌ ସେଠୀ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର...

ନିର୍ବାଚନ ଅଧିକାରୀ ଦେଇଥିବା ଭୋଟ ନାକଚ ଦାବି

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ସିଭିଲ ଜଜ୍‌ (ସିନିୟର ଡିଭିଜନ) ତଥା ନିର୍ବାଚନ ଟ୍ରିବ୍ୟୁନାଲ ଯାଜପୁରଙ୍କ...

ରାମ୍‌କୋ ସିମେଣ୍ଟର ୨ ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୩୧ା୩: କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସ୍ବାର୍ଥକୁ ଭୁଲି ଶିଳ୍ପସଂସ୍ଥାଗୁଡ଼ିକ କେବଳ ନିଜ ଲାଭ ପାଇଁ ବ୍ୟଗ୍ର । ଏଥିପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ଅପେକ୍ଷା ସରକାରଙ୍କ ଦ୍ୱାରା ପ୍ରଣିତ ଜନଶୁଣାଣିକୁ ନ ମାନିବାକୁ ଉଚିତ ମଣୁଛନ୍ତି...

୧୪୪ ଧାରା ଭାଙ୍ଗି ଶ୍ରଦ୍ଧାଳୁଙ୍କ ବାରୁଣୀ ବୁଡ଼

ଯାଜପୁର ଟାଉନ,୩୦।୩(ଡି.ଏନ.ଏ.): ଯାଜପୁର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ବୁଡ଼ ପାଇଁ ମାର୍ଚ୍ଚ ୨୯ ଓ ୩୦ ତାରିଖ ୨ଦିନ ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ୨ ଦିନ ଦଶାଶ୍ୱମେଧ ଘାଟଠାରୁ ବଲ୍ଲଭିଘାଟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।...

ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ ରାଜନୈତିକ ନେତୃବର୍ଗଙ୍କ ଚାପରେ ସରକାରଙ୍କ ସମସ୍ତ ନୀତିନିୟମକୁ ଚାପି ଦିଆଯାଉଛି। ଏହି କ୍ରମରେ...

ଏଥର ବି ଦଶାଶ୍ବମେଧ ଘାଟରେ ବୁଡ଼ ପକାଇବେନି ଶ୍ରଦ୍ଧାଳୁ: ଲାଗିଲା ୧୪୪ ଧାରା

ଯାଜପୁର ଅଫିସ,୨୮।୩: ଯାଜପୁର ଜିଲା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ ସ୍ନାନ ଯୋଗ ଥିବା ବେଳେ ଜିଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରେ ୧୪୪...

ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର ଗ୍ରାମବାସୀଙ୍କୁ କବଳିତ କରିଛି। ବିଷାକ୍ତ ଜିପ୍‌ସମ୍‌ ଓ ସିମେଣ୍ଟ ଗୁଣ୍ଡ ମଧ୍ୟରେ ରହି...

ବୌଦ୍ଧ,ଯାଜପୁରରେ ଏନ୍‌ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବୌଦ୍ଧ/ଯାଜପୁର ଅଫିସ,୨୬।୩: ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍‌ଏସି ଅଧ୍ୟକ୍ଷ ପଦ ହାତେଇଛି ବିଜେଡି। ଯାଜପୁରରେ ବିଜେଡିର ରଂଜୁଲତା ହୋତା...

ଏଏସ୍‌ଆଇ ନିଲମ୍ବିତ, ୨ ଅଭିଯୁକ୍ତ ଗିରଫ

ଯାଜପୁର ଅଫିସ/ବିଞ୍ଝାରପୁର, ୨୬ା୩(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁରସ୍ଥିତ ଖରସ୍ରୋତା ନଦୀର ମନେଇ ବାଲିଘାଟଠାରେ ଗୁରୁବାର ବୋମାମାଡ଼ରେ ସୁରେନ୍ଦ୍ର ଦାଶ(୪୭)ଙ୍କ ମୃତ୍ୟୁ ଘଟଣାରେ ଯାଜପୁରର ସ୍ବତନ୍ତ୍ର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ...

ଅଧା ବାଟରେ ଏମ୍‌ଡିଏମ୍‌ ଚାଉଳ ହଡ଼ପ

ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଯୋଜନା ପ୍ରଣୟନ ହୋଇଛି।...

ବାଲିଘାଟକୁ ନେଇ ଗଡ଼ିଲା ମୁଣ୍ଡ

ବିଞ୍ଝାରପୁର,୨୪।୩(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ବାଲିଘାଟକୁ ନେଇ ହୋଇଥିବା ବିବାଦରେ ଜଣଙ୍କର ମୁଣ୍ଡ ଗଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀର ମନେଇ ବାଲିଘାଟକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri