ଯାଜପୁର

ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ

ଯାଜପୁର ଅଫିସ,୨୧ା୧୧: ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ହେଲା ଏହା କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା...

କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ଶୂନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ରଗଡ଼ିସ୍ଥିତ ସରକାରୀ ପଲିଟେକନିକର ୯୭ ଛାତ୍ରୀଛାତ୍ର ୨୦୨୦-୨୧ ବର୍ଷରେ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ କାହାରିକୁ ନିଯୁକ୍ତି ଦେଇପାରିନାହିଁ। ଅନୁଗୋଳ ଜିଲାସ୍ଥିତ ଟାଟା ଷ୍ଟିଲ ଭୂଷଣ ଲିଃରେ...

ଢଳେଇ ରାସ୍ତା ଉପରେ ଢଳେଇ

ବିଞ୍ଝାରପୁର,୧୯ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ଗୋଟିଏ ରାସ୍ତାକୁ ଏକାଧିକ ଥର ଢଳେଇ କରାଯାଉଛି। ମାତ୍ର ସେହି ଗ୍ରାମରେ ଅନ୍ୟ ଏକ ରାସ୍ତା କାମ ହୋଇ ନ ଥିବାରୁ ଲୋକେ କାଦୁଅରେ ପଶି ଯାତାୟାତ କରୁଥିବା ବିଡିଓଙ୍କ ନିକଟରେ ଅଭିଯୋଗ...

ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେଥିମଧ୍ୟରୁ ଓଏମ୍‌ବିଏଡିସି (ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ...

ଅଧିକାରୀଙ୍କୁ ଅଧିଗ୍ରହଣ ବୋଝ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୮ା୧୧:ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୩ ରେଳ ପ୍ରକଳ୍ପର ଦୋହରୀକରଣ ଓ ସମ୍ପ୍ରସାରଣ ପାଇଁ ଜମି ମିଳୁନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗତ ୧୨ ରୁ ୧୫...

ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ

ରସୁଲପୁର, ୧୮।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମହିଳା ହାଟଠାରେ ବୁଧବାର ୫୦୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଆନ୍ଦୋଳନ କରିଛନ୍ତି। କରୋନାର ସ୍ବତନ୍ତ୍ର ଆର୍ଥତ୍କ ସହାୟତାର ଦ୍ୱିତୀୟ ଦଫାରୁ ବଞ୍ଚତ୍ତ ଶ୍ରମିକ ଏହି...

ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ନିରାଶ

ଯାଜପୁର ଅଫିସ, ୧୮।୧୧: ଯାଜପୁର ଜିଲା ବଡ଼ଚଣା ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ହଇରାଣ ହରକତ ହେଉଛନ୍ତି। ଏଥିରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ହିତାଧିକାରୀ ଅଧିକାଂଶ ସମୟରେ ଖାଲି ହାତରେ ଫେରୁଛନ୍ତି। ନିର୍ଦ୍ଧାରିତ ପ୍ରତି...

ଗୋପାଳପୁରକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ

ରସୁଲପୁର,୧୬।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ ଗୋପାଳପୁର ଗାଁକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବୁଣାକାରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ା ଏହି...

ପାଣି ଚୋରି ରୋକିବ ସେନ୍‌ସର

ଯାଜପୁର ଅଫିସ,୧୬।୧୧: ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସହର, ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନଗୁଡିକୁ ଆଇନ ଅନୁଯାୟୀ ଜଳଯୋଗାଣ କରାଯାଉଛି। ୱାଟର ଆଲୋକେଶନ କମିଟି(ଡବ୍ଲ୍ୟୁଏସି)ର ମଞ୍ଜୁରୀକ୍ରମେ ୩୧ା୩ା୨୦୨୦ ସୁଦ୍ଧା ୧୦୮ ସହରାଞ୍ଚଳ ଏବଂ ୨୧୭ ଶିଳ୍ପାନୁଷ୍ଠାନକୁ ନଦୀ, ନାଳ...

କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ

ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଧର୍ମଶାଳା ବ୍ଲକ ଜାରକାଠାରେ ଏକ...

ଜିଲା, ବ୍ଲକ ସୀମାନ୍ତରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ,୧୫ା୧୧: ପ୍ରଶାସନିକ ଅବହେଳା କାରଣରୁ ଓଡ଼ିଶାର ଜିଲା ଓ ବ୍ଲକଗୁଡ଼ିକର ସୀମାନ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନାହିଁ। ବିଶେଷକରି ଗମନାଗମନ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ସୁଦୃଢ଼ ରାସ୍ତା ଓ ପୋଲ ନିର୍ମାଣ ହୋଇ ପାରି ନ ଥିବାରୁ ସରକାରଙ୍କ...

ଧାର, କରଜର ଫସଲ ଧୋଇଗଲା

ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri