ଯାଜପୁର

ବ୍ୟାସନଗରରେ ହେବ ଇନ୍‌ଡୋର ଷ୍ଟାଡିୟମ

ଯାଜପୁର ଅଫିସ,୨୭ା୮: ରାଜ୍ୟର ୫୨ଟି ଏନଏସି, ୩୦ଟି ମ୍ୟୁନିସିପାଲିଟି ଓ ୩ଟି ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ୮୯ଟି ମହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାପରେ ରାଜ୍ୟ...

ହସ୍ତାନ୍ତର ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଚଣ୍ଡିଖୋଲ,୨୭।୮(ଡି.ଏନ.ଏ.): ବଡ଼ଚଣା ଶିକ୍ଷାମଣ୍ଡଳ ଅଧୀନ ବଡ଼ଚଣାଠାରେ ଆଦର୍ଶ ବିଦ୍ୟାଳୟର ଗୃହ ଓ କ୍ୟାମ୍ପସ ନିର୍ମାଣ କରାଯାଇଛି। ଦୀର୍ଘ ୮ ମାସ ହେଲା ଏହି କାର୍ଯ୍ୟ ଶେଷ ହୋଇଛି। ହେଲେ ଏହା ଅଦ୍ୟାବଧି ଶିକ୍ଷା ବିଭାଗ ଅଧୀନକୁ ଯାଇ ପାରିନାହିଁ। ନିର୍ମାଣ...

ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟର ରୋହିତ କୁମାର ପାଶ୍ୱାନ(୨୪)। ରୋହିତ କାରଖାନା ପରିସରରେ କ୍ରେନ୍‌ ଲିଫ୍ଟରେ...

ଭୟ ଗୋଡ଼ାଉଛି

ଯାଜପୁର ଅଫିସ,୨୫ା୮: ମନ୍ଦିର ଗଢ଼ିଲେ ନାଁ, ଭାଙ୍ଗିଲେ ବି ନାଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏଭଳି ନୀତିରେ ଚାଲିଛି। ନିକଟରେ ସୂଚନା ପ୍ରଦାନ ଏବଂ ସ୍ବଚ୍ଛତା ପାଇଁ ଓଏସ୍‌ପିସିବି ୧ ନମ୍ବର ସ୍ଥାନ ହାସଲ କରିବା ପରେ...

୬ ସପ୍ତାହ ସମୟ ମାଗିଲେ ତଦନ୍ତକାରୀ ନିର୍ଦ୍ଦେଶକ

ଯାଜପୁର ଅଫିସ,୨୪।୮:  ଲୋକାୟୁକ୍ତରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସୋମବାର ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ମାମଲାର ଚୂଡାନ୍ତ ଶୁଣାଣି ହୋଇପାରିନାହିଁ। ଦୁର୍ନୀତିର ଗଭୀରତାକୁ ଦର୍ଶାଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆହୁରି ୬ ସପ୍ତାହ ସମୟ...

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ୨ ବର୍ଷ ବୟସ୍କା ଶିଶୁକନ୍ୟା ପିହୁ ଓରଫ ଲକ୍ଷ୍ମୀନାରାୟଣ ନାୟକ ନିଖୋଜ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ଡିଜିପିଙ୍କୁ ଜବାବ ତଲବ କରିଛନ୍ତି।...

ଉଦ୍ୟାନକୃଷି ବିକାଶରେ ଜଙ୍ଗଲ ବିନାଶ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୫୦ କିମ୍ବା ୧୦୦ ନୁହେଁ, ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ଏକାଧିକ ମେଶିନ ଲଗାଇ ବହୁ ପରିମାଣର...

ହାତୀ ସୁରକ୍ଷାକୁ ଏନ୍‌ଜିଟି ବଳ

ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା, ଯାହାକି ୨୦୧୦ ପରେ ୭୬ ହୋଇଯାଇଛି। ବିଶେଷକରି...

ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଧର୍ମଶାଳା,୧୮।୮(ଡି.ଏନ୍‌.ଏ.): ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିଧାୟକ ଅଳ୍ପକେ ବର୍ତ୍ତିି ଯାଇଛନ୍ତି। ସକାଳେ ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଥିଆ...

ପର୍ଯ୍ୟଟନସ୍ଥଳୀର ବିକାଶ ନୈରାଶ୍ୟଜନକ

ଯାଜପୁର ଅଫିସ,୧୩।୮: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ଯୋଗୁ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର...

ଚିତି ସାପକୁ କାମୁଡ଼ି ଦୁଇଖଣ୍ଡ କରି ରକ୍ତ ପିଇଲେ

କଳିଙ୍ଗନଗର,୧୩ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦୀ ବ୍ଲକ ଅଧୀନ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଶୋର ବଦରା(୪୫) ବିଲରୁ ଫେରୁଥିବା ବେଳେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ପରେ ସାପକୁ ଗୋଡେଇ...

କ୍ରିଷ୍ଣା ଦେବାଶିଷଙ୍କୁ ଗ୍ରାଣ୍ଡମାଷ୍ଟର ଉପାଧି

ରସୁଲପୁର,୧୨ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାମଦେବପୁର ଗ୍ରାମର ୨ ବର୍ଷ ୧୦ ମାସ ବୟସର ବାଳକ ଡି.ଏନ୍‌. କ୍ରିଷ୍ଣା ଦେବାଶିଷଙ୍କୁ ଆଉ ଏକ ସଫଳତା ମିଳିଛି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ଦିଆଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri