ଯାଜପୁର

ରାଜ୍ୟର ୨୪୬୭ ଗାଁ ଅପହଞ୍ଚ

ଯାଜପୁର ଅଫିସ,୧୮ା୩:ରାଜ୍ୟର ୨୪୬୭ ଗାଁ ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଏହି ଗାଁଗୁଡିକୁ ଆଜି ପର୍ଯ୍ୟନ୍ତ ରାସ୍ତା ସଂଯୋଗ ହୋଇନାହିଁ ା ସେଥିମଧ୍ୟରୁ ରାୟଗଡ଼ା ଜିଲାରେ ସର୍ବାଧିକ ୩୦୫ ଗ୍ରାମ ରହିଥିବା ବେଳେ ଦ୍ୱିତୀୟରେ କଳାହାଣ୍ଡି ଜିଲାର ୨୭୦...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ ୫୫ ହଜାର ଟଙ୍କା ଓ ୧ଲକ୍ଷ ୬୪ ହଜାର ଚେକ୍‌ ଦୁର୍ବୃତ୍ତ ମାରଣାସ୍ତ୍ର...

ଅଷ୍ଟପ୍ରହର ଚାନ୍ଦା ପାଇଁ ଯୁବକଙ୍କୁ ହତ୍ୟା

ରସୁଲପୁର,୧୬।୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଶରିଫାବାଦ ଗ୍ରାମର ଦଳେଇସାହିରେ ଅଷ୍ଟପ୍ରହର ନାମଯଜ୍ଞ ଚାନ୍ଦା ଆଦାୟକୁ କେନ୍ଦ୍ରକରି ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମହେଶ୍ୱର ଦଳେଇଙ୍କ ସାନପୁଅ ନୀଳମଣି ଦଳେଇ ଓରଫ୍‌ ଟିଟୁଆ(୨୫)ଙ୍କୁ ସେହି ଗ୍ରାମର...

ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଯୁବକଙ୍କୁ ହତ୍ୟା

ରସୁଲପୁର,୧୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାହାଦଳାପୁର୍‌ ପଞ୍ଚାୟତ ସରିଫାବଦ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ମହେଶ୍ବର ଦଳାଇଙ୍କ ପୁଅ ଟିଟୁଆ(୨୫)ଙ୍କୁ କେହି ହତ୍ୟା କରିଥିବା ତାଙ୍କ ମା କୁଆଖିଆ ଥାନାରେ ଜଣାଇଛନ୍ତି।...

ଖସୁଛି ଭୂତଳ ଜଳସ୍ତର

ଯାଜପୁର ଅଫିସ,୧୫ା୩: ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ କେହି ମାନୁନାହାନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଫଳରେ ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ଏହିକ୍ରମରେ ମାଲକାନଗିରି ଜିଲା...

ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡ଼ା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍ସା...

ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ବିନିଯୋଗ ହୋଇ ନ ପାରି ଗଚ୍ଛିତ ରହିଛି। ଏହି ସମୟ...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ

କାଳିଆପାଣି,୯।୩(ଡି.ଏନ୍‌.ଏ.): ସୋମବାର ବିଶ୍ୱ ମହିଳା ଦିବସ ସମାରୋହ ଖୁବ୍‌ ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ସୁକିନ୍ଦା ନିକଟ ଭିମଟଙ୍ଗର ଗ୍ରାମ ନିକଟ ବୁଦୁବୁଦିଆ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଉଦ୍ୟମ...

ଖଣି ଖାଦାନରେ କାମ କରୁଛି ଯନ୍ତ୍ର

ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି...

ପୋଲିସ ଅପାରଗତାରୁ ଗୋଷ୍ଠୀ ସଂଘର୍ଷ

ଚଣ୍ଡିଖୋଲ,୮।୩(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ସନ୍ଧ୍ୟାରେ ସଂଗଠିିତ ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ରବିବାର ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ୩୦୦ଜଣଙ୍କ ନାମରେ ପୃଥକ୍‌ ଭାବେ ୨...

ପୋଲିସ ଗାଡ଼ି ପୋଡ଼ି ଘଟଣା: ପହଞ୍ଚିଲେ ଡିଆଇଜି

ଚଣ୍ଡିଖୋଲ, ୭।୩ (ଡି.ଏନ୍‌.ଏ): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଠାରେ ଶନିବାର ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଭ୍ୟାନ ପୋଡିଘଟଣା ନୂଆ ମୋଡ ନେଇଛି। ପୋଲିସ ଶନିବାର ରାତିରେ ୨୧ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି।...

ଋତୁସ୍ରାବର ସମସ୍ୟା ସମାଧାନ କରିବ ‘ପ୍ରୀତି’

ଯାଜପୁର ଅଫିସ,୪।୩ : ଋତୁସ୍ରାବ ପାଇଁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲା ଦାନଗଦୀ ବ୍ଲକ ଟୋଲକାନି ଗ୍ରାମର ଯୁବ ଇଞ୍ଜିନିୟର ଏକ ନୂତନ ପ୍ରକଳ୍ପ ଉଦ୍ଭାବନ କରିଛନ୍ତି। ଏହି ପ୍ରକଳ୍ପକୁ ‘ପ୍ରୀତି’ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri