ଯାଜପୁର

ଲଘୁଚାପ ବର୍ଷା ପରେ ଆରମ୍ଭ ହେଲା ଧାନରୁଆ

ପାଣିକୋଇଲି,୨୧ା୭(ବିକାଶ ମଲ୍ଲିକ): ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁମାନେ ମୌସୁମୀ ବର୍ଷକୁ ଅପେକ୍ଷା ନ କରି ପାଣିମଡ଼ାଇ ଧାନ ତଳି ପକାଇଥିଲେ ଲଘୁଚାପ ବର୍ଷ ହେବା ପରେ ସେମାନେ ତଳି ରୁଆ କାମ ଆରମ୍ଭ...

ଆର୍‌ଡି ରାସ୍ତାରେ ପାଣି, ଲୋକେ ହୀନସ୍ତା

ସିଂହପୁର,୧୮ା୭(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଡିହକୁଳା ଆର୍‌ଡି ରାସ୍ତାର ନାଉବାଙ୍କଠାରେ ପାଣି ଜମୁଛି। ଫଳରେ ଲୋକେ ଯାତାୟାତରେ ହୀନସ୍ତା ଭୋଗୁଛନ୍ତି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣିର ଲହଡି ମାରୁଛି। ଏହି ରାସ୍ତା ଅଞ୍ଚଳର ମୁଖ୍ୟ...

ସରୁନି ବିଜୁ ସେତୁ ନିର୍ମାଣ କାର୍ଯ୍ୟ

ବ୍ରହ୍ମବରଦା,୧୮ା୭: (ଯଯାତି କେଶରୀ ବେହେରା): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ଓ ରୁଦ୍ରପୁର ପଞ୍ଚାୟତବାସୀଙ୍କ ଗମନାଗମନର ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଝାଲପଡ଼ାରୁ ବ୍ରହ୍ମବରଦାକୁ ସଂଯୋଗ ପାଇଁ ୨୪ା୧୨ା୨୦୧୬ରୁ ବ୍ରହ୍ମବରଦାଠାରେ ବ୍ରାହ୍ମଣୀ ନଦୀରେ ୧୦ କୋଟି ୪୨...

ରସୁଲପୁରରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଏନ୍‌ଏଚ୍‌ଆଇ ପକ୍ଷରୁ ନିର୍ମାଣଗତ ତ୍ରୁଟି ଥିବା ସ୍ପଷ୍ଟିକରଣ

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯଜପୁର ଜିଲା ରସୁଲପୁରରେ ବ୍ରିଜ ଭୁଶୁଡ଼ିବା ଘଟଣାରେ ନିର୍ମାଣଗତ ତ୍ରୁଟି ଥିବା ଏନ୍‌ଏଚ୍‌ଆଇ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି। ପ୍ରାୟ ୧୦ ଫୁଟ ତଳକୁ ବ୍ରିଜଟି ଧସେଇ ଯାଇଛି। ଏନ୍‌ଏଚ୍‌ଆଇ ପ୍ରୋଜକ୍ଟେ ଡାଇରେକ୍ଟର କହିଛନ୍ତି, ବ୍ରିଜ ନିର୍ମାଣଗତ ତ୍ରୁଟି...

ଦୁଇଗୁଣା ଟୋଲ୍‌ ଫି, ଶ୍ରଦ୍ଧାଳୁଙ୍କୁ ଶୋଷଣ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଶ୍ରାବଣ ମାସରେ ଜଳଲାଗି ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କଠାରୁ ଦୁଇଗୁଣା ଟୋଲ୍‌ ଫି ଆଦାୟ କରାଯାଉଛି। ଏପରି କି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକରେ କରାଯାଇଥିବା ନିଷ୍ପତ୍ତିକୁ ଟୋଲଗେଟ୍‌ ନିଲାମଧାରୀ ସମ୍ପୂର୍ଣ୍ଣ ଭାବେ...

ଏନ୍‌ଏଚ୍‌-୧୬ରେ ଭୁଶୁଡିଲା ବ୍ରିଜ୍‌

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯାଜପୁର ଜିଲାର ରସଲପୁର ବ୍ଲକ ଅନ୍ତର୍ଗତ ଏନ୍‌ଏଚ୍‌-୧୬ରେ ବ୍ରିଜ୍‌ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ବ୍ରିଜ୍‌ ଭୁଶୁଡିବା ସମୟରେ ସେଠାରେ କୌଣସି ଗାଡି ଯାଉ ନ ଥିଲା। ଫଳରେ ଏହି ଘଟଣାରେ କୌଣସି...

ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍‌ ଓ...

ଗୋରୁ ଚମଡ଼ା ବୋଝେଇ ମିନିଟ୍ରକକୁ ପୋଡ଼ି ଦେଲେ

କଳିଙ୍ଗନଗର,୧୮।୭(ଶୁଭାଶିଷ ରାଉତ): ସୋମବାର ରାତିରେ କୋରେଇ ଥାନା ଅଞ୍ଚଳରୁ ଆସୁଥିବା ଏକ ୪୦୭ ମିନିଟ୍ରକରେ ଗୋଚମଡ଼ା ଓ ହାଡ଼ କଲିକତା ଅଭିମୁଖେ ଯାଉଥିଲା । ଲୋକେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ...

ଜିଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା

ଯାଜପୁର ଟାଉନ,୧୮ା୭: (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ଯାଜପୁର ଜିଲା ୧୫ନଂ. ଜୋନ୍‌ ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୭ଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୫ନଂ. ଜୋନ୍‌ର ଜିଲା...

ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ ଆଦର୍ଶ ଭଲ ବୋଲି ଏଯାଏ ଦଳୀୟ ନେତା, କର୍ମୀମାନେ କହି ବୁଲୁଛନ୍ତି। ୨୦୨୨...

ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ...

ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri