ଯାଜପୁର

ଜାଲ୍‌ ସାର୍ଟିଫିକେଟରେ ଚାକିରି: ଶିକ୍ଷୟିତ୍ରୀଙ୍କ ବିରୋଧରେ ଏତଲା ଦେଲେ ବିଇଓ

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରଇପୁର ପଞ୍ଚାୟତ ପାଥପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ନାମରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ସବିତା ସାହୁ ବଡ଼ଚଣା ଥାନାରେ ଏତଲା ଦେଇଛନ୍ତି।...

ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା ଖୋଜୁଛି କେନ୍ଦୁଝର ଗ୍ରାମ୍ୟ ନିର୍ମାଣ ଡିଭିଜନ। ପ୍ରାୟ ୪ ବର୍ଷ ହେବ କେନ୍ଦୁଝର...

ଦାବି ଶୁଣିଲନି, ନୂଆ ଜିଲା ଦିଅ

ଯାଜପୁର ଅଫିସ,୨୮ା୪: ବ୍ୟାସନଗର ନାଗରିକ କମିଟି ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ବନ୍ଦ ଆଦି ପାଳନ କରାଯାଉଛି। ଏହି ଆନ୍ଦୋଳନକୁ ଜିଲାର ବହୁ ସଙ୍ଗଠନ ଏବଂ ରାଜନୈତିକ ଦଳଗୁଡିକ...

ମହ୍ଲାରଙ୍କ ଭାଗ୍ୟ ବଦଳୁନାହିଁ

କାଳିଆପାଣି,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳ କଅଁସ ପଞ୍ଚାୟତ ବିଟସାହି ଉପରମୁଣ୍ଡ ବୁଦୁବୁଦିଆ ଜଙ୍ଗଲ କଡ଼ରେ ଚାଳଛପର, ଛିଣ୍ଡା ଜରିପାଲରେ ଝୁମ୍ପୁଡ଼ି କରି ବସବାସ କରୁଛନ୍ତି ମହ୍ଲାର ସମ୍ପ୍ରଦାୟ। ହେଲେ ସେମାନଙ୍କ ଭାଗ୍ୟ ବଦଳୁନାହିଁ।...

ଭିନ୍ନ ରୂପ ନେଲା ଆବାସ ଚୋରି ଘଟଣା: ୪ ହିତାଧିକାରୀଙ୍କ ନାଁରେ ଥାନାରେ ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ କଏଣା-ରଘୁନାଥପୁର ପଞ୍ଚାୟତରେ ଆବାସ ଚୋରି ଘଟଣା ଭିନ୍ନରୂପ ନେଇଛି। ଆବାସ ପାଇଥିବା ୪ ହିତାଧିକାରୀଙ୍କ ନାଁରେ ବିଡିଓ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିବାବେଳେ ହିତାଧିକାରୀମାନେ ବିଜେଡିର ପଞ୍ଚାୟତ ସଭାପତିଙ୍କ ନାଁରେ ପୃଥକ୍‌ଭାବେ...

ବିଡିଓ, ଭେଣ୍ଡରଙ୍କୁ ଜବାବ ତଲବ

କୋରେଇ,୨୭ା୪(ଡି.ଏନ.ଏ.): ଜାଲ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ବିଲ କରି ଟିକସ ଫାଙ୍କି ଅଭିଯୋଗ ଘଟଣାରେ ଯାଜପୁର ଜିଲା କୋରେଇ ବିଡିଓ ହରଡ଼ଘଣାରେ ପଡିଛନ୍ତି। ଏନେଇ ସିଟିଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଆଞ୍ଚଳିକ ଅଧିକାରୀ ତଦନ୍ତ କରି ଗତ ୬ ତାରିଖରେ କୋରେଇ...

ରେଙ୍ଗାଲି କେନାଲ ନିର୍ମାଣ ପାଇଁ ଘର ଉଚ୍ଛେଦ

କାଳିଆପାଣି,୨୭ା୪(ଡି.ଏନ.ଏ.): ରେଙ୍ଗାଲି କେନାଲ ନିର୍ମାଣରେ ସମସ୍ୟା ଉପୁଯାଉଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ବୁଧବାର ଭାଙ୍ଗିଦେଇଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କେନାଲ...

ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ

ରସୁଲପୁର,୨୭ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର ଜିତେନ୍ଦ୍ର କୁମାର ସାହୁଙ୍କ ନାମରେ ଥିବା ଏକ ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ କରାଯାଉଛି। ଏହାକୁ ଜିତେନ୍ଦ୍ର ବିରୋଧ କରୁଛନ୍ତି। ହେଲେ ତାଙ୍କ ବିରୋଧକୁ ପଞ୍ଚାୟତ ପକ୍ଷରୁ...

କୁଷ୍ଠରୋଗୀଙ୍କ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି ନୈରାଶ୍ୟଜନକ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ, ୨୭ା୪: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି(ଆର୍‌ସିଏସ୍‌)ପ୍ରକ୍ରିୟାକୁ ସୁଦୃଢ଼ୀକରଣ କରିବାକୁ ୨୦୨୨-୨୩ରେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ପ୍ଲାନ୍‌ରୁ ବିଭିନ୍ନ ଯନ୍ତ୍ରପାତି କିଣିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟର ସମସ୍ତ ୩୦ ଜିଲା...

ଚାଷ ପ୍ରତି ବିମୁଖ ଭାଗଚାଷୀ

କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ/ବରଗଡ଼ ଅଫିସ୍‌, ୨୭ା୪: ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ୩୫ ଲକ୍ଷ...

ଗୋସାଇଁ ଗୁପ୍ତରେ କର୍ଣ୍ଣରେ ଦିଅନ୍ତି ମହାମନ୍ତ୍ର

ମହାକାଳପଡ଼ା,୨୬।୪ (ଡି.ଏନ୍‌.ଏ.) ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ସାଧୁ ସନ୍ନ୍ୟାସୀମାନେ ନିଜର ଛାତ୍ରୀଛାତ୍ରଙ୍କୁ ଗୁପ୍ତରେ କର୍ଣ୍ଣରେ ଗୁରୁ ମହାମନ୍ତ୍ର ଦେଉଥିଲେ। ଆଜିକା ଦିନରେ ଗୁରୁକୁଳ ଆଶ୍ରମ ଲୋପପାଇବାକୁ ବସିଲାଣି। ତଥାପି ଏହି ପ୍ରାଚୀନ ପରମ୍ପରା ଆଧୁନିକ ସଭ୍ୟତାରେ ଆଜି ବି...

ମରାମତି ହେଉନି ଏଲ୍‌ଟି ଲାଇନ୍‌

ବାଲିଚନ୍ଦ୍ରପୁର,୨୬।୪ (ସ୍ବ.ପ୍ର.) ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଗ୍ରାମାଞ୍ଚଳରେ ଥିବା ଏଲ୍‌ଟି ଲାଇନ୍‌ ମରାମତି ହେଉନାହିଁ। ଫଳରେ କେତେକ ଜାଗାରେ ବିଦ୍ୟୁତ୍‌ ତାର ଝୁଲି ରହୁଥିବା ବେଳେ କେତେକ ସ୍ଥାନରେ ଗଛଡ଼ାଳ ପଡ଼ି ତାର ଶୋଇ ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri