ଝାରସୁଗୁଡ଼ା

ଅପରେଶନ ପୂର୍ବରୁ ଡାକ୍ତର ଖେଳିଲେ ଏମିତି ଖେଳ, ରୋଗୀଙ୍କୁ ହୋଟେଲ ପାଖକୁ ଡାକି…

ଝାରସୁଗୁଡ଼ା, ୧୦।୯: ଲୋକେ ଡାକ୍ତରଙ୍କୁ ଭଗବାନ ଭଳି ବିଶ୍ୱାସ କରନ୍ତି, ହେଲେ ଡାକ୍ତର ଅସ୍ତ୍ରୋପ୍ରଚାର ପୂର୍ବରୁ ରେଗୀଙ୍କୁ ଲାଞ୍ଚ ମାଗିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାରେ। ଖୋଦ୍‌ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌରଭ ସୁପ୍ରୀତ...

ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି: ରାହୁଲ

ବ୍ରଜରାଜନଗର,୮ା୨(ବିଜୟ ବରାଡ଼)- ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିବସରେ ଗୁରୁବାର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ରୋଡ୍‌ ଶୋ କରିଥିଲେ। ସକାଳ ୯ଟାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗାନ୍ଧୀ ଛକଠାରେ ନ୍ୟାୟ ଯାତ୍ରା ପହଞ୍ଚତ୍ବା ପରେ...

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ। ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ  ଆଇଆଇଏମ ସମ୍ବଲପୁରର...

ଲଖନପୁର ବ୍ଲକରରେ ବାଘ ଆତଙ୍କ

ଝାରସୁଗୁଡା ୧୪।୦୧ : ଝାରସୁଗୁଡା ଜିଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଜାମବେର୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ପିକୋଲ ଅଞ୍ଚଳରେ  କଳରାପତରିଆ ଛେଳି ମାର ଖାଇଥିବା କୁହାଯାଉଛି। କଲରାପତରିଆ...

ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ଝାରସୁଗୁଡ଼ା,୮ା୧: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ୩ ବାଇକ୍‌ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ...

ନବ ଦାସ ହତ୍ୟା ମାମଲା: ୧୦ମାସ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରଜରାଜନଗର,୧୪ା୧୨(ବିଜୟ ବରାଡ଼): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବ୍ରଜରାଜନଗର ନିବାସୀ ଚନ୍ଦନ ସିଂ ନୋଟିସ ପାଇବା ପରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌(ଏଡିଜେ) କୋର୍ଟରେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ ଡିଫେନ୍ସ କାଉନସିଲ...

ଭାଙ୍ଗିଲା ଓପିଜିସି ଆସ୍‌ପଣ୍ଡ: ଚାଷଜମିରେ ପଶିଲା ପାଉଁଶ ପାଣି

ଝାରସୁଗୁଡ଼ା,୯।୧୨(ବିଜୟ ବରାଡ): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓପିଜିସି- ୩ ନମ୍ବର ଆସପଣ୍ଡର ୫୦ ମିଟର ବନ୍ଧ ଭାଙ୍ଗିଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ସ୍ଥାନୀୟ ଶତାଧିକ ଏକର ଚାଷଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଏନେଇ ଧାନ, ପରିବା ଚାଷ...

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

କୋଲାବିରା,୧୧।୬(ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ରଘୁନାଥପାଲି ଛକରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଇଡ଼ା ରାଖିବାହାଲ ଗ୍ରାମର ରାଜେଶ ଲୁହା(୩୦)। ଦୁର୍ଘଟଣାରେ...

୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।...

ଝାରସୁଗୁଡ଼ା ଜିଲା: ମିଳିଲା କାଳିଆ ସହାୟତା

ଭୁବନେଶ୍ବର,୩୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ସୋମବାର କାଳିଆ ସହାୟତା ରାଶି ମିଳିଛିି। ଜିଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ...

୩ ଜିଲାରେ ଗଡ଼ିବ ମୋ ବସ୍‌

ଝାରସୁଗୁଡ଼ା ଅଫିସ,୧୮।୫ ଝାରସୁଗୁଡ଼ାରେ ମୋ ବସ୍‌ ଚଳାଚଳ ହେବ । ଏହା ସହ ଆଉ ୨ ଜିଲାରେ ମଧ୍ୟ ମୋ ବସ୍‌ ଚାଲିବ । ସମ୍ବଲପୁର ଓ ଗଞ୍ଜାମ ଜିଲାରେ ମୋ ବସ୍‌ ଚାଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି...

ବାପା ଉପରେ ଥାଇ ଆଶୀର୍ବାଦ କରିଛନ୍ତି, ମୁଁ ତାଙ୍କ ଅଧୁରା ସ୍ବପ୍ନପୂରଣ କରିବି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ଏ ବିଜୟ ମୋ ବାପା ସ୍ବର୍ଗତ ନବ ଦାସଙ୍କୁ ଉତ୍ସର୍ଗୀକୃତ। ଏ ବିଜୟ କେବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri