ଝାରସୁଗୁଡ଼ା

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର,...

ଝାରସୁଗୁଡ଼ା ଜିଲାର ଜଙ୍ଗଲ ରାସ୍ତାରେ ପ୍ରବେଶ ନିଷେଧ

ଝାରସୁଗୁଡ଼ା,୨୯।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହା ସହ ପଡୋଶୀ ଜିଲା ସୁନ୍ଦରଗଡ଼ ସହ...

ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଏସ୍‌ପି ଦାୟିତ୍ୱ

ଭୁବନେଶ୍ୱର,୨୮।୪(ବ୍ୟୁରୋ)- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାହୁଲଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା...

ଜଙ୍ଗଲରୁ ୧୧ କୁଇଣ୍ଟାଲ ପୋଚ ଧରି ନଷ୍ଟ କଲା ପୋଲିସ

ଲଇକେରା, ୨୮।୪ (ଡି.ଏନ.ଏ.)- କରୋନାର ଭୟାବହତା ନେଇ ସାରା ଦେଶ ଲକ ଡାଉନ ହୋଇଥିବା ବେଳେ ପ୍ରାୟତଃ ଦୋକାନ ବଜାର ଏବେ ବି ବନ୍ଦ ରହିଛି । ତେବେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଦେଶୀ ମଦ...

ଲଇକେରାରେ ଆରମ୍ଭ ହେଲା ସ୍ବାବ୍‌ ନମୁନା ସଂଗ୍ରହ

ଲଇକେରା, ୨୮।୪ (ଡି.ଏନ.ଏ.): ଝାରସୁଗୁଡା ଜିଲା ଲଇକେରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସୋମବାର ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଲଇକେରା, କୋଲାବିରା ଓ କିର୍ମିରା ଆଦି ୩ଟି ବ୍ଲକରୁ ୧୦ ଜଣଙ୍କ ସ୍ବାବ୍‌ ସଂଗ୍ରହ...

ରାଶନକାର୍ଡ ଦାବି: ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ଘେରାଉ

ଝାରସୁଗୁଡା ଅଫିସ,୨୮।୪: କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ରାଶନକାର୍ଡ ଧାରୀଙ୍କୁ ସରକାର ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ଯେଉଁ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ ଦୁଃଖରେ ରହିଛନ୍ତି। ପୂର୍ବରୁ ସେମାନେ...

ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର

ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍‌ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରେ ଜିଲାପାଳ ସରୋଜ କୁମାର ସାମଲଙ୍କ...

ଲକ୍‌ ଡାଉନ୍‌ ସତ୍ତ୍ୱେ ଚାଲିଛି ଦେଶୀ ମଦ ବ୍ୟବସାୟ: ବଡମାଲ ଥାନାରେ ୧୫ ମାମଲା ରୁଜୁ, ୨୧ ଗିରଫ

ଝାରସୁଗୁଡା ଅଫିସ,୨୭ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଇଛି। ଏହି ଲକଡାଉନ ସମୟରେ ବିଷେଶ କରି ମଦ ଦୋକାନ ଓ ଦେଶୀ ମଦ ଭାଟିଗୁଡିକୁ ବନ୍ଦ କରି ରଖିବା ପାଇଁ ନିର୍ଦ୍ଦେଶ ରହିଛି।...

ଅକ୍ଷୟ ତୃତୀୟାରେ ପଞ୍ଚୁପୂଜା: ପାଣିପାଗ ପୂର୍ବାନୁମାନ ଜାଣିବାର ଅଭିନବ ପରମ୍ପରା

ଲଇକେରା,୨୭।୪(ଡି.ଏନ.ଏ.)-ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ ହୁଏ। ପରମ୍ପରା ଅନୁଯାୟୀ ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳର ଚାଷୀମାନେ ନିଜ ଘରେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଲରେ ଧାନ ବୁଣି ଚାଷର ଶୁଭରମ୍ଭ କରିଥାନ୍ତି। ଏହିଦିନ ଅର୍ଥାତ୍‌ ଅକ୍ଷୟ ତୃତୀୟା ତିଥିରେ...

ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

  ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ ଗ୍ରାମବାସୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି...

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବ

ଝାରସୁଗୁଡା ଅଫିସ,୨୪।୪: ସାରା ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରିଛି। ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୋଭିଡ-୧୯ ମୁକାବିଲା ପାଇଁ...

ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ ତଥା ଜିଲାପାଳ ସରୋଜ କୁମାର ସାମଲ ଗାଇଡ୍‌ଲାଇନ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri