Advertisement

କଳାହାଣ୍ଡି

ଦଳି ଚକଟି ବ୍ୟାପକ ଫସଲ ନଷ୍ଟକଲେ ହାତୀପଲଦଳି ଚକଟି ବ୍ୟାପକ ଫସଲ ନଷ୍ଟକଲେ ହାତୀପଲ

ଦଳି ଚକଟି ବ୍ୟାପକ ଫସଲ ନଷ୍ଟକଲେ ହାତୀପଲ

ଲାଞ୍ଜିଗଡ଼,୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା…

5 months ago
ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ

ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଏମ୍‌ପି ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨ଟି ପଞ୍ଚାୟତକୁ ୧ କୋଟି…

5 months ago
ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

କେସିଙ୍ଗା,୩୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡମେମ୍ବର…

5 months ago
ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ

କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦…

5 months ago
ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାରଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାର

ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମରେ ଭାଗ ନେବେ ୬ଶହ କଳାକାର

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଶୁକ୍ରବାରଠାରୁ ଲୋକକଳାର ମହାକୁମ୍ଭ ନୃତ୍ୟ ସଙ୍ଗମ ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ଡିସେମ୍ବର…

5 months ago
ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ

ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ

କେସିଙ୍ଗା,୨୮ା୧୧: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବାଲସି…

5 months ago
ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ ୫…

5 months ago
ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ ପାରା…

5 months ago
ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ ନେଇ…

5 months ago
ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ

ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ବନ ବିଭାଗ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩ ଜଣ…

5 months ago