କଳାହାଣ୍ଡି

ମାସରେ ୪ ଥର ବର୍ଷାପାଣି ପ୍ରବାହିତ

ଭବାନୀପାଟଣା,୧୦ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟ ହାଲେର ଜୋର ଆପ୍ରୋଚ୍‌ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ଗତ ମାସକ ମଧ୍ୟରେ ଏହାକୁ ମିଶାଇ ୪ ଥର ବର୍ଷା ପାଣି ପ୍ରବାହିତ ହୋଇ...

ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ...

ପୋଲ ଉପରୁ କମିଲା ପାଣି: ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାଲେର ଯୋର ଆପ୍ରୋଚ ପୋଲ ଉପରେ ବର୍ଷା ପାଣି କମିବା ପରେ ମଙ୍ଗଳବାର ସକାଳୁ ଯାତାୟାତ ସ୍ବାଭାବିକ ହୋଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ପୁଣି ଥରେ ଯାନବାହନ...

ତଳି ପାଇଁ ନଦୀରେ ଫସିଲେ ଚାଷୀ

ଭବାନୀପାଟଣା,୮।୮(ସ୍ବ.ପ୍ର.): ଧାନ ତଳି ସୁରକ୍ଷିତ ସ୍ଥାନରେ ରଖିବାକୁ ଯାଇ ନଦୀରେ ଜଳବନ୍ଦୀ ହେଲେ ୨ ଚାଷୀ। ଦୀର୍ଘ ସମୟ ଧରି ଜଳରେ ଫଶି ରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି ଜିଲାରେ ଏଭଳି ଏକ ଘଟଣା...

ହାତୀନଦୀରେ ବଡ଼ ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

ଭବାନୀପାଟଣା,୮।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ମୁଖ୍ୟ ରାସ୍ତାରେ ବନ୍ୟା...

ଧାନତଳି ବଞ୍ଚାଇବାକୁ ଯାଇ ନଦୀରେ ଫସିଗଲେ ୨ ଚାଷୀ

ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭବାନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଧାନ ତଳିକୁ ବଞ୍ଚାଇବା ଯାଇ ନଦୀରେ ୨ ଚାଷୀ ଜଳବନ୍ଦୀ ହୋଇଥିଲେ। ଦୀର୍ଘ ସମୟ ଧରି ଜଳରେ ଫସିରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି।...

ହାତୀନଦୀରେ ବନ୍ୟା: ଚାଷଜମି ଜଳମଗ୍ନ

ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୨ଟି ଗେଟ୍‌ ଖୋଲିବା ପରେ ରବିବାର ବିଳମ୍ବିତ ରାତିରୁ ତଳମୁଣ୍ଡରେ ଥିବା ଜୁନାଗଡ଼ ସହର ନିକଟିସ୍ଥ...

ଗାଁକୁ ମାଡ଼ି ଆସିଲା କେନାଲ ପାଣି

ଭବାନୀପାଟଣା,୭।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଇନ୍ଦ୍ରାବତୀ ସବ୍‌ ମାଇନର କେନାଲରୁ ଜୟପାଟଣା ବ୍ଲକ ଜୋରଖଣ୍ଡି ପଡାକୁ ପାଣି ମାଡ଼ି ଆସି ରବିବାର ଲୋକଙ୍କ ଘରେ...

ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ମହିଳା ଗୁରୁତର

ଭବାନୀପାଟଣା,୭।୮(ସ୍ବ.ପ୍ର.): କେତେକ ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ଜଣେ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ପଣ୍ଡିଗାଁରେ। ଆହତ ମହିଳା ହେଉଛନ୍ତି ଯଶୋବନ୍ତି ନିଆଲ। ଜିଲାରେ...

୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ।...

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

କୋକସରା,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ଜବାହର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଛି। ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସ୍ମାର୍ଟ ଶ୍ରେଣୀ ଗୃହରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ...

ଓଲିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

ଭବାନୀପାଟଣା,୫।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ପିପଲା ଗ୍ରାମ ନିକଟରେ ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଊଦ୍ଧର୍‌ବ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ୮ ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri