କଳାହାଣ୍ଡି

କଳାହାଣ୍ଡିରେ ଥମୁନି ଝାଡ଼ାବାନ୍ତି, ଶିରୋଲ ଗାଁରେ ୩୬ ଆକ୍ରାନ୍ତ

କେସିଙ୍ଗା,୨୬।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗ୍ରାମରେ ଥମୁନାହିଁ ଝାଡ଼ାବାନ୍ତି। ଗତ ୬ଦିନ ହେଲା ଗ୍ରାମରେ ଝାଡ଼ାବାନ୍ତି ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ୩୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ...

ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ପରମେଶ୍ବର

ଭବାନୀପାଟଣା,୨୬।୯(ସ୍ବ.ପ୍ର.): ବିଏସସି ପାସ କରିବା ପରେ ନିଜ ଅଞ୍ଚଳରେ ଚାକିରିଟିଏ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ। ହେଲେ ଚାକିରିଟିଏ ନ ମିଳିବାର ନିରାଶ ହୋଇ ପେଟପାଟଣା ପାଇଁ ଗୁଜରାଟ ଚାଲିଯାଇଥିଲେ। ସେଠାରେ ୧୫ବର୍ଷ ସେଠାକାର ଏକ ଘରୋଇ ଇଂଲିଶ...

ପିକ୍‌ଅପ୍‌ ଗାଡ଼ି ସହ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

କୋକସରା,୨୫।୯(ଡି.ଏନ.ଏ.): କଳାହାଣ୍ଡି ଅବକାରୀ ବିଭାଗ ଚଢାଉ କରି ସାହାଜଖୋଲ ଜଙ୍ଗଲରୁ ୩ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ସାନପୋଡ଼ା ଗ୍ରାମର ଚନ୍ଦନ ପୂଝାରୀ (୩୩)। ଖବର ପାଇ ଜିଲା...

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ, ଭିଡିଓ ଭାଇରାଲ

ଭବାନୀପାଟଣା,୨୩।୯(ସ୍ବ.ପ୍ର): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ ଫାଉଡା ଧରି ରାସ୍ତା ମରାମତି କରୁଛନ୍ତି ଦିବ୍ୟାଙ୍ଗ। ଯେଉଁଠି ସୁସ୍ଥ ସବଳ...

ଘରକୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ

କୋକସରା:୨୩।୯(ଡି.ଏନ୍‌.ଏ.): ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ବାମୀ, ସ୍ତ୍ରୀ। ଶୁକ୍ରବାର ଘରକୁ ଫେରିବା ବେଳେ ବସ୍‌ରୁ ଓହ୍ଲାଇବା ପରେ ହଠାତ୍‌ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ବସ୍‌ଷ୍ଟାଣ୍ଡରେ। ମିଳିଥିବା...

ଟଙ୍କା ନେବାକୁ ଆସି ଧରାପଡ଼ିଲେ ନକଲି ବ୍ୟାଙ୍କ ଅଧିକାରୀ

କୋକସରା,୨୨।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ନକଲି ବ୍ୟାଙ୍କ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମାଦେଇଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ...

ଉଠାଜଳସେଚନ ପ୍ରକଳ୍ପର ୨ ଅଧିକାରୀଙ୍କୁ ଅଟକ ରଖିଲେ ଚାଷୀ

କୋକସରା,୨୧ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ...

ପଦରପଡ଼ାକୁ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୧ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ପଞ୍ଚାୟତର ନେଗିଗୁଡ଼ାର ପଦରପଡ଼ାକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ରାଜ୍ୟ ସରକାର...

ବର୍ଷା କାରଣରୁ ବାତିଲ ହେଲା ପର୍ବତାରୋହଣ କାର୍ଯ୍ୟକ୍ରମ

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ୨୧ ତାରିଖ ବୁଧବାର ଦିନ ଏନ୍‌.ସି.ସି ପକ୍ଷରୁ ଅଲ୍‌ ଇଣ୍ଡିଆ ଟ୍ରାଇବଲ୍‌ ପର୍ବତାରୋହଣ ଶିବିର ଅନୁଷ୍ଠିତ ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ...

ଦୀର୍ଘ ବର୍ଷର ଦାବି ପରେ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଚିଲଡଙ୍ଗରି ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ। ତେବେ ରାଜ୍ୟ ସରକାର...

୩ରେ ଛତର୍‌ ଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୨୦।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏଥିରେ ଅଧ୍ୟକ୍ଷତା...

ଏସ୍‌ସି, ଏସ୍‌ଟି ଛାତ୍ରୀଙ୍କ ପାଇଁ ବୃହତ୍‌ ନିଯୁକ୍ତି ମେଳା

ଭବାନୀପାଟଣା,୨୦।୯(ସ୍ବ.ପ୍ର.): ଭବାନୀପାଟଣାସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ତାମିଲନାଡୁର ହୋସୁରଠାରେ ଥିବା ପ୍ଲାଣ୍ଟ ପାଇଁ ଏକ ବୃହୃତ ନିଯୁକ୍ତି ମେଳା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର କଳାହାଣ୍ଡି ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri