କଳାହାଣ୍ଡି

ଟ୍ରେନ୍‌ ଯୋଗେ ଚାଲାଣ ହେଉଛି କାଠ

କେସିଙ୍ଗା,୨୨ା୪(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍‌ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଯାତ୍ରୀଙ୍କ ଗହଳି ସତ୍ତ୍ୱେ ଟ୍ରେନ୍‌ରେ କାଠ ମାଫିଆମାନେ କାଠ ଲଦି ନର୍ଲା,ରୁପ୍ରା...

ପଡ଼ାରେ ନାହିଁ ନଳକୂପ, ପିଉଛନ୍ତି ନଦୀ ପାଣି

କୋକସରା,୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ୧୩ ନମ୍ବର ୱାର୍ଡର ସୋଭାଗ୍ୟପଡାରେ ନଳକୂପ ନ ଥିବାରୁ ବର୍ଷ ତମାମ ପଡାବାସୀ ଜଳକଷ୍ଟ ଭୋଗୁଛନ୍ତି । ଦୀର୍ଘ ୭ ବର୍ଷ ହେବ ପଡା ବସତି ହୋଇଥିବା ବେଳେ ବାରମ୍ବାର...

ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବୁଧବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି...

ପାନୀୟ ଜଳଯୋଗାଣ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋକସରା,୨୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା କୋକସରା ପଞ୍ଚାୟତର ୯ ନମ୍ବର ଓ୍ବାର୍ଡର ମହିଳାମାନେ ବୁଧବାର କୋକସରା ବିଡିଓଙ୍କୁ ଭେଟି ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। କୋକସରା ଗ୍ରାମର ୯ ନମ୍ବର ଓ୍ବାର୍ଡର ଠାକୁରାଣୀ...

ଡ୍ରାଇଭର ମହାସଂଘର ରାଜପଥ ଅବରୋଧ, ଯାତ୍ରୀ ହଟହଟା

କେସିଙ୍ଗା,୧୯।୪: ଓଡ଼ିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷରୁ ୧୧ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ସହର ପ୍ରାଣୀ ଚିକିତ୍ସାଳୟ ନିକଟରେ ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ...

ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ନେଗୀଗୁଡାରୁ ବେହେରା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।...

ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

କୋକସରା,୧୬ା୪(ଡି.ଏନ୍‌.ଏ.): ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଖପରାମାଲ ଗ୍ରାମରେ ଥିବା ମା’ ମାଉଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରେ ମଦ...

ମୁଣ୍ଡରା ବ୍ରିଜ୍‌ରେ ଫାଟ, ଖସୁଛି ବଡ଼ ବଡ଼ ସିମେଣ୍ଟ ଖଣ୍ଡ

କୋକସରା,୧୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣାରୁ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାର କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ଥିବା ମୁଣ୍ଡରା ନଦୀ ବ୍ରିଜ୍‌ରେ ଫାଟ ସୃଷ୍ଟି ହୋଇଛି। ବ୍ରିଜ୍‌ର ଜଏଣ୍ଟରେ ଅନେକ...

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକଅଫ ରେକର୍ଡ଼

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ମୁଣ୍ଡରାଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବୟଂଶିବ ଜୋଶୀ ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି। ସେ ୨୦୨୧ରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ...

ଚୋରି ଜେସିବି ବିକ୍ରି ଅଭିଯୋଗ, ଦୁଇ ଗିରଫ

କୋକସରା,୧୩ା୪(ଡି.ଏନ୍‌.ଏ.): ଜେସିବି ଚୋରି କରି ଜନୈକ କବାଡ଼ି ବ୍ୟବସାୟୀ ନିକଟରେ ବିକ୍ରି କରିବା ଘଟଣା କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୋକସରା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଏକ...

କୋକସରାରେ ମା’ ଠାକୁରାଣୀଙ୍କ ଘଟଯାତ୍ରା; ଅଞ୍ଚଳରେ ଭକ୍ତିମୟ ପରିବେଶ

କୋକସରା, ୧୨।୪(ଡି.ଏନ୍‌.ଏ.): ଚୈତ୍ର ମାସରେ କଳାହାଣ୍ଡି ଜିଲା କୋକସରାରେ ଅନୁଷ୍ଠିତ ହୋଇଥାଏ ମା’ ଠାକୁରାଣୀଙ୍କ ଘଟଯାତ୍ରା। ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ତେବେ ସୋମବାର ମା’ଙ୍କ ଘଟଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ସମାପନ ହୋଇଛି। ପୂର୍ବ...

ସପ୍ତାହେ ହେଲା ନେଟୱର୍କ ଫେଲ

ଲାଞ୍ଜିଗଡ,୧୨।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ୭ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌ ରହିଛି। ଫଳରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲାଞ୍ଜିଗଡ ସହରରେ ଅଧିକାଂଶ ଗ୍ରାହକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri