କଳାହାଣ୍ଡି

ଶ୍ରମିକ ହେଉଛନ୍ତି ଦେଶର ମେରୁଦଣ୍ଡ

କୋକସରା,୧ା୫(ଡି.ଏନ.ଏ.): କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ବରାଡଙ୍ଗା ଲଙ୍କେଶ୍ୱରୀ ମନ୍ଦିର ପରିସରରେ ବ୍ଲକ ଶ୍ରମିକ ସଙ୍ଗଠନ ପକ୍ଷରୁ ରବିବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ସାଧାରଣ ସମ୍ପାଦକ ସୁବୋଧ କୁମାର କରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଶ୍ରମିକ...

ହାର୍ଡକୋର ମାଓବାଦୀ ଲଖମାନଙ୍କ ଆତ୍ମସମର୍ପଣ

ଭବାନୀପାଟଣା,୧।୪(ସ୍ବ.ପ୍ର.): ହାର୍ଡକୋର ମାଓବାଦୀ ଲଖମାନ ଆପକା ରବିବାର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଲଖମାନ ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡ଼ିଶା...

‘ସମାଜର ଉନ୍ନତିରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କେସିଙ୍ଗା,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କୋଣାର୍କ ସୂତାକଳ ପରିସରରେ ରବିବାର ଶ୍ରମିକ ଦିବସ ପାଳିତ ହୋଇଛି। ସଭାପତି ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ୱରେ ପାଳିତ ଉକ୍ତ ଦିବସରେ ଉପସଭାପତି ସୁରେଶ ରାଓ, ଜନାଥନ ନାଏକ, ସଂଯୁକ୍ତ ନାୟକ,ପବିତ୍ର ବାଇକ, ଅମରେଶ...

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୨୫୪ ଛାତ୍ରୀଛାତ୍ର

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ର ଜବାହର ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମୋଟ୍‌ ୨୫୪ ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷା ଦେଇଥିବା ବେଳେ ୧୦୧ ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ସୂଚନା...

ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଛକ ନିକଟରେ ଶନିବାର ଭୋରରେ ବିବାହ ପ୍ରୋସେସନ ସାରି ଫେରୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ କଳାକାରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବାଦ୍ୟଯନ୍ତ୍ର କଳାକାର...

ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ

ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ

କୋକସରା,୨୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଫୁପଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଗତାବନ୍ଧ...

ଖବର ପ୍ରକାଶ ପାଇବା ପରେ ଦୃଷ୍ଟି ପଡ଼ିଲା; ସୌଭାଗ୍ୟ ପଡ଼ାରେ ଖୋଳା ହେଲା ନଳକୂପ

କୋକସରା,୨୨।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ ପୋଡାଗୁଡା ପଞ୍ଚାୟତର ୱାର୍ଡ ନଂ-୧୨ରେ ଥିବା ସୋଭାଗ୍ୟ ପଡ଼ାରେ ନଳକୂପଟିଏ ନ ଥିବା ରୁ ବର୍ଷ ତମାମ ଜଳକଷ୍ଟ ଭୋଗୁଥିଲେ ପଡାବାସୀ। ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବାପରେ ବ୍ଳକ...

ପୁରସ୍କୃତ ହେବ କର୍ଲାମୁଣ୍ଡା ବ୍ଲକ

କର୍ଲାମୁଣ୍ଡା,୨୨ା୪(ଡି.ଏନ୍‌.ଏ.): ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୨୦୨୦-୨୧ ବର୍ଷ ନିମନ୍ତେ ଓଡ଼ିଶାର ୮ ଜିଲାରୁ ୧୪ଟି ବ୍ଲକ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଏହି ମର୍ମରେ...

ଟ୍ରେନ୍‌ ଯୋଗେ ଚାଲାଣ ହେଉଛି କାଠ

କେସିଙ୍ଗା,୨୨ା୪(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍‌ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଯାତ୍ରୀଙ୍କ ଗହଳି ସତ୍ତ୍ୱେ ଟ୍ରେନ୍‌ରେ କାଠ ମାଫିଆମାନେ କାଠ ଲଦି ନର୍ଲା,ରୁପ୍ରା...

ପଡ଼ାରେ ନାହିଁ ନଳକୂପ, ପିଉଛନ୍ତି ନଦୀ ପାଣି

କୋକସରା,୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ୧୩ ନମ୍ବର ୱାର୍ଡର ସୋଭାଗ୍ୟପଡାରେ ନଳକୂପ ନ ଥିବାରୁ ବର୍ଷ ତମାମ ପଡାବାସୀ ଜଳକଷ୍ଟ ଭୋଗୁଛନ୍ତି । ଦୀର୍ଘ ୭ ବର୍ଷ ହେବ ପଡା ବସତି ହୋଇଥିବା ବେଳେ ବାରମ୍ବାର...

ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବୁଧବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri