କଳାହାଣ୍ଡି

୨ ବାଘ ଛାଲ ବେପାରୀଙ୍କୁ ଗିରଫ କଲା ପୋଲିସ

ଜୁନାଗଡ଼,୧୯।୧: ଛତିଶଗଡ଼ ପୋଲିସ ୨ଜଣ ବାଘ ଛାଲ ବେପାରୀଙ୍କୁ ଧରିବାରେ ସଫଲ ହୋଇଛି। ପୋଲିସ ତାଙ୍କଠାରୁ ୨ଟି ବାଘ ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାଏକ,...

ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଗଲା ଟିକା

କୋକସରା,୧୬।୧: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ୯୦ ଜଣ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା। ପ୍ରଥମେ ସଫେଇ କର୍ମଚାରୀ ଶିବ ନାଏକ ଟିକା...

୬୯ କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା: ୩୦ ମିନିଟ ନଜରରେ ରହିଲେ

ଧର୍ମଗଡ଼,୧୬।୧: ଶନିବାର କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି। ଧର୍ମଗଡ଼ ଉପଜିଲାପାଳ ଟି.ଏସ୍‌ ଦିବାକରଙ୍କ ଉପସ୍ଥିତିରେ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଟିକା...

ଜୁନାଗଡ଼ରେ ପ୍ରଥମ ଟିକା ନେଲେ ଏହି ସଫେଇ କର୍ମଚାରୀ

ଜୁନାଗଡ଼,୧୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି ଅତିଥି ଭାବେ ଯୋଗଦେଇ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ବ୍ୟକ୍ତି ଭାବେ ଡାକ୍ତରଖାନାର...

ଥାନାରେ ବାଘଛୁଆ

କୋକସରା, ୧୬।୧ (ଡି.ଏନ.ଏ.): କଳାହାଣ୍ଡି ଜିଲା ଆମପାଣି ଘାଟି ରାସ୍ତାରେ ଗତ କିଛିଦିନ ତଳେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ରାତି ପ୍ରାୟ ୧୦ଟାରେ ଆମପାଣି ଥାନା ପରିସରରେ ୨ ବାଘ ଛୁଆ ବୁଲୁଥିବା ଜଣାପଡ଼ିଛି।...

ଟ୍ରାକ୍ଟର ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା, ଉତ୍ତେଜନା

ଧର୍ମଗଡ଼,୧୫।୧: କଳାହାଣ୍ଡି ଜିଲା ଧର୍ମଗଡ ସହର ମେରଘରା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭବାନୀପାଟଣାର ରୁଦ୍ର ନାରାୟଣ ନାଏକ। ସୂଚନା ଯୋଗ୍ୟ, ରୁଦ୍ର ଓ ରଫିସ...

ଥାନାରେ ବାଘ

କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ...

‘ଦରଦ ଥିଲେ ମନ୍ତ୍ରୀ, ବିଧାୟକ ମଣ୍ଡିରେ ଶୁଅନ୍ତୁ’

ଭବାନୀପାଟଣା, ୧୪।୧: କଳାହାଣ୍ଡି ଜିଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯଦି ପ୍ରକୃତରେ ଦରଦ ଅଛି ତେବେ କଳାହାଣ୍ଡି ଗସ୍ତରେ ଆସିଥିବା ୭୦ଜଣ ବିଧାୟକ ଓ ୧୨ଜଣ ମନ୍ତ୍ରୀଙ୍କୁ ଜିଲାର ସବୁ ମଣ୍ଡିକୁ ଜଗିବା ପାଇଁ ଦାୟିତ୍ୱ ଦିଅନ୍ତୁ। ଚାଷୀମାନେ ଧାନ ବିକ୍ରି...

ବିକାଶର ମଡେଲ ହୋଇପାରିଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧(ଡି.ଏନ୍‌.ଏ.) : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।...

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧(ଡି.ଏନ୍‌.ଏ.) : ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୩୦ରେ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଏକ କାର୍‌ରେ  ସଭାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା...

ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ

କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କୁ କଳାପତାକା ଦେଖାଇଲା ଯୁବ କଂଗ୍ରେସ

ଭବାନୀପାଟଣା,୧୩।୧: ଗୁରୁବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ବୁଧବାର ଭବାନୀପାଟଣା ସହର ନକଟିଗୁଡା ଛକଠାରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ସଙ୍ଗଠାନିକ ସମ୍ପାଦକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri