କଳାହାଣ୍ଡି

ଦିଲ୍ଲୀ ଫେରନ୍ତା ପୁଅକୁ ସରପଞ୍ଚ ମା’ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣା: ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଭବାନୀପାଟଣା,୧୧ା୬(ସ୍ବ.ପ୍ର.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସରପଞ୍ଚ ନନ୍ଦିତା ସାହୁ ଦିଲ୍ଲୀ ଫେରନ୍ତା ପୁଅକୁ ଘରକୁ ନ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇ୍‌ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ...

ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି, ସୂର୍ଯ୍ୟୋଦୟ, ଫଲର୍ଟନ, ଗ୍ରାମୀଣକୋଟା, ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଋଣ ଆଣିଛନ୍ତି। ମାତ୍ର କରୋନା କଟକଣା...

୨ କରୋନା ପଜିଟିଭ ଚିହ୍ନଟ: ୨୪ ଘଣ୍ଟା ସିରୋଲା ପଞ୍ଚାୟତ ଶଟ୍‌ଡାଉନ୍‌

କେସିଙ୍ଗା, ୧୦।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଉତ୍ତରପ୍ରଦେଶ ନୈଡାରୁ ଫେରିଥିବା ୨ ଓଡ଼ିଆ ଯୁବତୀ ୭ ଦିନ ରହିଥିଲେ। ପରେ ସେ ଗତ ୨ ତାରିଖରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ...

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କଳାହାଣ୍ଡି ଜିଲା...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି

ଜୁନାଗଡ,୮।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କଳିଆକୁଣ୍ଡଲ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) କୋଠାରେ ରହୁଥିବା ଜଣେ ପ୍ରବାସୀଙ୍କ ମୋବାଇଲ, ଘଣ୍ଟା ଓ ଜିନ୍ସ ପାଣ୍ଟ ଚୋରି ହୋଇଛି। ଏ ନେଇ ସୋମବାର ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ...

ଭିଜିଲାନ୍ସ ଜାଲରେ ଥୁଆମୂଳ-ରାମପୁର ଏଏସ୍‌ଆଇ: ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ

କେସିଙ୍ଗା,୭।୬: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଏଏସ୍‌ଆଇ ସୁମେଶ୍ୱର ବାଗ ଲାଞ୍ଚ ନେଉଥିବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁମେଶ୍ୱର ରାୟଗଡ଼ା ଜିଲା ଅଧୀନ କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ମାଲିଗାଁର ପବିତ୍ର ନାଏକଙ୍କଠାରୁ ୫୦ ହଜାର...

ଖଟରେ ପଡ଼ିଛନ୍ତି ଡମ୍ବରୁଧର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା, ୭।୬ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଭିର୍କାପଡାର ଡମ୍ବରୁଧର ସେଠୀ (୬୩)। ଗତ ୨ମାସ ହେବ ସେ ଖଟରେ ପଡି ରହିଛନ୍ତି। କେଉଁ ରୋଗରେ ସେ ଆକ୍ରାନ୍ତ ତାହା ଜଣାପଡିନାହିଁ। ଚିକିତ୍ସା ଲାଗି...

୨୫ କିମି ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଲେ ଶକ୍ତି ମନ୍ତ୍ରୀ

ଜୁନାଗଡ଼,୪।୬(ଡି.ଏନ୍‌.ଏ.)-ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ୨୫ କି.ମି. ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଇଛନ୍ତି ା ସାଇକେଲ ଚଳାଇବାର ଉପକାରିତା ଓ ଏଥିପ୍ରତି ଆଗ୍ରହ ସୃଷ୍ଟି ପାଇଁ ମନ୍ତ୍ରୀ ମିଶ୍ର ଗୁରୁବାର ସକାଳେ ଭବାନୀପାଟଣାସ୍ଥିତ...

ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀର ଧମକ

କୋକସରା,୪।୬(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି କର୍ମଜୀବୀ ମହିଳାମାନେ ରୋଜଗାର ହରାଇ ଘରେ ବସି ରହିଛନ୍ତି ା ଏପରି ସମୟରେ ସେମାନେ କରିଥିବା ଋଣ ପରିଶୋଧ କରିବାକୁ ବହୁ ଘରୋଇ ଫାଇନାନ୍ସ କମ୍ପାନୀ ଧମକ ଦେଉଥିବା କୋକସରା...

ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି ା ସେମାନେ ପ୍ରତିଦିନ ସକାଳୁ ହାଇସ୍କୁଲ ପରିସରକୁ ଝାଡୁ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି...

ପଙ୍ଗପାଳକୁ ନେଇ ଚିନ୍ତା ନ କରିବାକୁ କଳାହାଣ୍ଡି କୃଷି ବିଭାଗର ପରାମର୍ଶ

ଭବାନୀପାଟଣା,୩।୬(ଡି.ଏନ୍‌.ଏ.): ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ଏବେ ପଙ୍ଗପାଳକୁ ନେଇ ଚିନ୍ତା ବଢ଼ୁଛି। ଯଦିଓ ଏଯାବତ୍‌ ପଙ୍ଗପାଳ ଓଡ଼ିଶାକୁ ପହଞ୍ଚତ୍ ନାହାନ୍ତି ତଥାପି କଳାହାଣ୍ଡି ଜିଲାର ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କୁ ଚିନ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri