କଳାହାଣ୍ଡି

ଜୁନାଗଡ ସହରରେ ହୋମ୍‌ ଡେଲିଭରି ମାଧ୍ୟମରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ

ଜୁନାଗଡ,୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରଯାଇଛି। ସହରର ବିଭିନ୍ନ ତେଜରାତି ଦୋକାନରେ ଲୋକମାନେ ସାମଗ୍ରୀ କିଣିଲା ବେଳେ...

ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ ମାନୁନାହାନ୍ତି। ପୋଲିସ ଆସିଲେ ଗଁ। ରାସ୍ତାର ବିଭିନ୍ନ ଛକ ଜନଶୂନ୍ୟ ହୋଇଯାଇଛି, ଗଲା...

ଗଛ ପକାଇ ଲକ ଡାଉନ କଲେ ଗ୍ରାମବାସୀ

କୋକସରା, ୫।୪, (ଡି.ଏନ.ଏ.) ଉପକୂଳ ଓଡିଶା ପରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଜିଲାରେ କରୋନା ସଂକ୍ରମିତ ବାହାରିବା ପରେ ସର୍ତକ ହୋଇଛନ୍ତି ଗ୍ରାମବାସୀ । କୋକସରା ବ୍ଲକରେ ରବିବାର ବିଭିନ୍ନ ସ୍ଥାନରେ...

ଲକଡାଉନ ନିୟମ ଉଲ୍ଲଂଘନ,୧୨ବାଇକ ଜବତ କଲା ପୋଲିସ

ଜୁନାଗଡ଼,୫।୪(ଡି.ଏନ.ଏ.)- କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଭାରତରେ ଲକଡାଉନ ଜାରି ରହିଛି। ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା...

କଳାହାଣ୍ଡିରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଅକ୍ରାନ୍ତଙ୍କ ପଞ୍ଚାୟତ ସିଲ୍ କଲା ପ୍ରଶାସନ

କେସିଙ୍ଗା, ୫।୪(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତ। ଏହି ଯୁବକ ଜଣକ ବାହାରିନଠାରେ ଏକ କମ୍ପାନୀରେ ଇଲେକ୍ଟିକ ଫିଟର ଭାବରେ କାମ...

ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦) ଦୀର୍ଘ ୧୦ ବର୍ଷ ହେବ ସାହାଜଖୋଲ ଜଙ୍ଗଲ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ...

ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ: କଳାହାଣ୍ଡିରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୪।୩(ବ୍ୟୁରୋ): ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କଳାହାଣ୍ଡି ଜିଲ୍ଲାର ୨୯ବର୍ଷୀୟ ଯୁବକ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ବହାରିନରୁ ଫେରିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ତାଙ୍କୁ ବର୍ତ୍ତମାନ ଟ୍ରେସ...

ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ

ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ ସହ ପ୍ରତି ହିତାଧିକାରୀଙ୍କ ପରିବାରକୁ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା...

ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ବଣ୍ଟାଯାଉଛି। କରୋନା ପାଇଁ ଦେଶରେ ଲକ୍ ଡାଉନ ପରିସ୍ଥିତି ଥିବାବେଳେ ପୌରସଂସ୍ଥାର କର୍ମଚାରୀ...

ଅନୁରୋଧ ରଖିଲେ ତେଲେଙ୍ଗାନା ସରକାର

ପର୍ଲା, ୩।୪ (ଡି.ଏନ.ଏ)- କଳାହାଣ୍ଡି ଜିଲାର ୧୯୫ ଜଣ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନା ସରକାର ସହାୟତାର ହାତ ବଢାଇଛନ୍ତି। ଏମାନେ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲାର ଗାଚିବାଓଲି ଥାନା ନାନାକରମଗୁଡା ଗ୍ରାମରେ ଲକ ଡାଉନ ଯୋଗୁ ଫସି ରହିଛନ୍ତି। ଏହି...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଓଡିଶା ଡାକ ପରିମଣ୍ଡଳର ମହା ଡାକପାଳଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ବ୍ଲକର କୁଟ୍ରାଗୁଡା, କୁଟେନପଦର,...

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭତ୍ତା ଟଙ୍କା ମିଳିନି

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ)- କରୋନାକୁ ମହାମାରି ଘୋଷଣା ହେବା ପରେ ସରକାର ବାର୍ଦ୍ଧକ୍ୟ, ବିଧବା, ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ୪ ମାସର ଟଙ୍କା ଆଗୁଆ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାର ବ୍ୟତିକ୍ରମ ଦେଖିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri