କୋକସରା, ୧୩ା୧୨(ଡି.ଏନ୍.ଏ.)- ଝାର ଜଂଗଲ, ପାହାଡ଼ ପରବତ୍ ଘେରା କଳାହାଣ୍ଡି ଜିଲାରେ ଆଏଜ୍ ବି ଅନେକ ଗଁାଗଁଡ଼ାର ଲୋକ୍ ସାଧାରନ ମଉଲିକ ସୁବିଧାରୁ ବଁଚିତ୍ ହେଇ ରହିଛନ୍। ଦେଶ ସୁଆଧୀନ ହେବାର ସାତ୍ ଦଶକନୁ ଅଧ୍କା ବିତିଯାଇଥିଲେ ବି ଅନେକ...
ପର୍ଲା, ୧୩।୧୨(ଡି.ଏନ.ଏ.)- ଖାସ୍କରି ଖରାଦିନେ ଲୋକ୍ ପାଏନ୍ ଲାଗି ଗୁଲ୍ଗୁଲା ହେବାର ଦେଖ୍ବାକେ ମିଲ୍ସି। ହେଲେ ଆଏଜ୍ ବି ଏନ୍ତା କେତେ ଗଁା ଅଛେ ଯେନ୍ଠାନେ ଲୋକ୍ ବରଷା ୪ ମାସକ ଛାଡ଼ିଦେଲେ ବଛରକୁତା ପିଇଲା ପାଏନ୍ ଲାଗି ଦହଗଁଜ୍...
ଲାଞ୍ଜିଗଡ଼, ୧୧।୧୨(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍ ଆମ୍ବଗୁଡ଼ା ଗଁାର ବିଧବା ମହିଲା ଲଛମି ମାଝି। ସରକାରୀ ସୁବିଧା ସୁଯୋଗ ଅଭାବୁ ସେ ନିଜର ୩ ଛୁଆକୁ ଧରି ବଡ଼ା ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍। ଅନେକ ସମିଆରେ...
Archives
Model This Week
ପିଲାଙ୍କ ଧରିତ୍ରୀ