ଭବାନୀପାଟଣା,୨୪।୧(ଡି.ଏନ୍.ଏ.): ଝାର ଜଂଗଲ, ପାହାଡ଼ ପରବତ ଘେରା କଳାହାଣ୍ଡି ଜିଲାରେ ସୁଆଧୀନତାର ୭୦ ବଛର ଉତାରୁ ବି ଅନେକ ଗାଁଗଁଡ଼ାର ଲୋକ୍ ମଉଲିକ୍ ସୁବିଧା ସୁଯୋଗରୁ ବଁଚିତ୍ ହେଇ ରହିଛନ୍। ସମିଆ ଅସମିଆରେ ଇମାନକର ଲାଗି ଭଗବାନ ହିଁ ସାହାଭରସା।...
ଭବାନୀପାଟଣା, ୨୪।୧ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ଦାଦପୁର ଗଁାର ଗୁରୁ ରଣାକଁର ଝି’ ଗାୟତ୍ରୀ ରଣା(୩୬)। ସେ ଆଏଜ୍କେ ପାଖାପାଖି ୩ ବଛର ହେଲା କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ୍ ଅଛନ୍। ହେଲେ ପରିବାରଟା ନିହାତି...
ପର୍ଲା, ୨୪।୧ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍ ବେହେରାଗୁଡ଼ାର କୁଷ୍ଠ ରୋଗ୍ରେ ପୀଡ଼ିତ ସୁବାସ ଦୋରୁଆନ(୫୦)କଁର ଦିନାକେତେ ତଲେ ମୁର୍ତୁ ହେଇଥିଲା। ଏନ୍ତାଥି ବିଧବା ବୁଢ଼ୀ ମା’ଟଁକା ପଏସା ଅଭାବୁ ପୁଓର ଶୁଧିକାଯ୍...
Archives
Model This Week
ପିଲାଙ୍କ ଧରିତ୍ରୀ