କଳାହାଣ୍ଡି

କଳାହାଣ୍ଡିରେ ପ୍ରବଳ ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୧୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ କୁହୁଡିଆ ପାଗ ଯୋଗୁ ଗତ କିଛିଦିନ ହେଲା ଜିଲାରେ ଶୀତର ପ୍ରକୋପ ସେତେଟା...

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଟଙ୍କା ଗହଣା ଲୁଟ କରିଥିବା ଅଭିଯୋଗ...

ଅଜନା ରୋଗ୍‌ରେ ପୀଡ଼ିତ ଗୟାଧର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

  ପର୍ଲା,୧୪।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁାର ଗୟାଧର ଲୋହାର(୨୫)। ସେ ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରି କରି ଭଗବାନ...

ଜନ୍‌ମୁ ଦିବ୍ୟାଙ୍ଗ ତିନ୍‌ ଭାଇ: ଉଚ ଚିକିଛା ଲାଗି ଟଁକା ଅଭାବ

  କୋକସରା,୧୪।୧(ଡି.ଏନ୍‌.ଏ.)- ପୁଓ ହେଉ କି ଝି’ ଜନମ୍‌ ହେଲେ ଘରେ ଖୁସିର ଲହର ଖେଲିଯାଏସି। ମା’ବାପ୍‌ର ସପନ୍‌ ବି ତାକର ସଂଗେ ଯୁଡ଼ି ହେଇଯାଏସି। ହେଲେ ବଏସ୍‌ ବଢ଼ବାର ସଂଗେ ଯଦି ଜନାପଡ଼ବା ଯେ ଝି’ପୁଓ ଦିବ୍ୟାଙ୍ଗ ଆନ୍‌।...

ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍‌ପୁନି

  ଭବାନୀପାଟଣା, ୧୧।୧ (ଡି.ଏନ.ଏ)- ନୂଅଁାଖାଇ ଲେଖେଁ ପୁଷ୍‌ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍‌ ପରବ୍‌। ଫିବଛର ପୁଷ୍‌ ମାସର ପୁନି ଦିନ ଇ ପରବ୍‌ ପଶ୍ଚିମ ଓଡ଼ିଶାର ଗଁାଗଁଲିନୁ ସହର ତକ୍‌ ସବୁନେ...

ଟୋକନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ

କଲମପୁର,୧୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଟୋକନ ଦାବିରେ ଶୁକ୍ରବାର ସକାଳୁ ଚାଷୀ ଏକତ୍ରିତ ହୋଇ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।...

ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

କେସିଙ୍ଗା,୮।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏହାର ଆଂଶିକ ପ୍ରଭାବ ପଡ଼ିଛି। ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ, ଏନ୍‌ଏସି, ଏଫ୍‌ସିଆଇ, ତହସିଲ କାର୍ଯ୍ୟାଳୟ...

ଘରଖଁଡ଼େ ଲାଗି ପରଶାସନକେ ଗୁହାରି କରି ନିରାଶ: ପୋଲିଥିନ୍‌ ତଲେ ୪ ପରାନୀ କୁଟୁମ୍‌

  ପର୍ଲା, ୭ା୧(ଡି.ଏନ୍‌.ଏ.)- ଗରିବ୍‌ ଦୁଖିକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଖାଏଦ୍‌ ସୁରକ୍ଷା, ଆବାସ ଯୋଜନା ଲେଖେଁ ଅନେକ ମହତ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଥାନୀଅ ରାଜନେତା, ପରଶାସନିକ ଅଧ୍‌କାରୀ, କରମଚାରୀକଁର...

ଟ୍ରେନ୍‌ରୁ ଖସି ଦାଦନ ଶ୍ରମିକ ମୃତ: ଆର୍ଥତ୍କ ସହାୟତା ଦେବାକୁ ଦାବି

ଭବାନୀପାଟଣା,୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁଧିଷ୍ଠିର ଗଉଡ (୪୦)ଙ୍କ ଟ୍ରେନ୍‌ରୁ ଖସି ମୃତ୍ୟୁ ଘଟିଛି। ଯୁଧିଷ୍ଠିର ୫ ମାସ ତଳେ କେରଳକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ତିରଶୁଲ ଓ ପାଲକାଡି ରେଳ...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌ ସରକାରକଁର ତରଫୁ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଥିଲାବେଲେ ଆରକେତେ ଆଏଜ୍‌ ବି ମାଏନ୍‌ତା...

ନାଇଁ ମିଲ୍‌ଲା ମହାପ୍ରୟାଣ ଗାଡ଼ି: ଶବ ଖଁଦେଇ ବୁହିଲେ ୬ କି.ମି.

ଭବାନୀପାଟଣା,୩।୧(ସ୍ବ.ପ୍ର/ଡି.ଏନ୍‌.ଏ)- କଳାହାଣ୍ଡି ଜିଲାରେ ବଛର କେତେଟା ତଲେ ନିଜର ମାଏଝିର ଶବକେ ଖଁଦେ ବୁହି ଚରଚାକେ ଆସିଥିଲେ ଦାନ ମାଝି। ଇ ଘଟନା ସେତେବେଲେ ଜାତୀୟସ୍ତରରେ ଚରଚା ହେଇଥିଲା। ଇତାର ପରେ ରାଏଜ୍‌ ସରକାର ମହାପ୍ରୟାଣ ଯୋଜନା ଆରମ୍‌ କରି...

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ରାସ୍ତାରୋକୋ

କୋକସରା,୧।୧(ଡି.ଏନ୍‌.ଏ.):କଳାହଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ମଣ୍ଡିରେ ଧାନକିଣା ପ୍ରକ୍ରିୟାରେ ଅଚଳାବସ୍ତା ଯୋଗୁ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥିତିରେ ମଙ୍ଗଳବାର କୋକସରା ମଣ୍ଡିର ଚାଷୀମାନେ ଧାନ ଉଠାଣ ଦାବି କରି ଭବାନୀପାଟଣା-ନବରଙ୍ଗପୁର ୨୬...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri