କଳାହାଣ୍ଡି

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ। ୪ ବର୍ଷ ହେଲା ଏ ବାବଦ ଟଙ୍କା ନ ମିଳିବାରୁ ସେ ଗତ...

କୃଷି ତାଲିମ କାର୍ଯ୍ୟକ୍ରମ: କେସିଙ୍ଗାରୁ ଗଲେ ୨୫ ଚାଷୀ

କେସିଙ୍ଗା,୧୦।୯(ଡି.ଏନ୍‌.ଏ.): ଆତ୍ମା ଯୋଜନା କଳାହାଣ୍ଡି ଆନୁକୂଲ୍ୟରେ କେସିଙ୍ଗା ବ୍ଲକର ମହିଳା ଖାଦ୍ୟ ନିରାପତ୍ତା ଦଳର ୮ଜଣ ମହିଳା ଓ ୧୭ ଚାଷୀଙ୍କୁ ବୌଦ୍ଧ ଜିଲାର ପାଲିଝରସ୍ଥିତ ନ୍ୟାସନାଲ ହର୍ଟିକଲ୍‌ଚରରାଲ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନକୁ ୪ ଦିନିଆ ତାଲିମ ପାଇଁ...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌ ଭିନ୍ନକ୍ଷମ ଥିବାର ଜନାଯାଇଛେ। ସୂଚନା ଅନ୍‌ସାରେ ଧଅଁରପୁର ଗଁାର ଦୁଷ୍ମନ୍ତ ଜାଲକଁର ଦୁଇ...

ପଣ୍ଡିଗାଁ ଗ୍ରାମପଞ୍ଚାୟତରେ ଚାଚାରୋପଣ

କଲମପୁର,୧୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମପଞ୍ଚାୟତ ପରିସରରେ ସୋମବାର ସବୁଜ ବନାନୀ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବନାଜାବାସିନୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ବିଜୁ ଯୁବବାହିନୀ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲମପୁର...

ଦୁଇ ପୁଅଙ୍କୁ ହତ୍ୟାକରି ମା’ଙ୍କ ଆତ୍ମହତ୍ୟା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀଙ୍କ ଅନୁପସ୍ଥିତରେ ନିଜର ୨ ପୁଅଙ୍କୁ ଗଳାକାଟି ହତ୍ୟା କରି ନିଜେ ମା’ ରେଳଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ଥାନା ଏଏସ୍‌ଆଇ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଏଏସ୍‌ଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଏକ ଜମିଜମା ସମନ୍ଧୀୟ କେସ ସମାଧାନ ପାଇଁ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକଙ୍କ ଠାରୁ...

ରେଳଫାଟକ ବନ୍ଦଥିବାରୁ ଗୁରୁତର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ସ୍ବେଚ୍ଛାସେବୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବେଲଖଣ୍ଡି ଗାଁରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ କେସିଙ୍ଗା ରେଳ ଫାଟକ ବନ୍ଦ ରହିଥିଲା। ଫଳରେ ଆମ୍ବୁଲାନ୍ସ ୪୫ ମିନିଟ୍‌ ଅଟକି ରହିଥିଲା।...

କଳାହାଣ୍ଡିରେ ବନ୍ୟା ବିତ୍ପାତ : ଅଞ୍ଚଳବାସୀ ଆତଙ୍କିତ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ୪ଟି ରେଡିଏଲ୍‌ ଗେଟ ଖୋଲାଯାଇଛି। ୩୨୦ କ୍ୟୁସେକ୍‌ ବନ୍ୟା ଜଳ ହାତୀକୁ ଛଡାଯାଇଛି । ଏଥିରେ କଲମପୁର ବ୍ଲକର ବନ୍ୟା ପ୍ରଭାବିତ ଗାଁ ଗୁଡିକର ଲୋକେ...

ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ ଦେଇ ହାତୀନଦୀରେ ପାଣି ଛାଡି କୃତ୍ରିମ ବନ୍ୟା ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ...

କାଲିପୁସିଂ ନାଳରେ ପିକଅପ୍‌ ଭ୍ୟାନ ଖସିପଡ଼ିଲା

ମୋହନଗିରି,୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରୁ ୫ କି.ମି. ଦୂର କନ୍ଧମାଳ ଜିଲା ସୀମାନ୍ତ କାଲିପୁସିଂ ନାଳରେ ଶୁକ୍ରବାର ପୁଣି ଏକ ଖତ ବୋଝେଇ ପିକଅପ୍‌ ଭ୍ୟାନ (ନଂ. ଓଡି୦୩ପି-୮୧୦୪) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଚାଳକଙ୍କ ସହିତ...

ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.) ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ଶୁକ୍ରବାର ଭୋରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହାତୀନଦୀରେ ବନ୍ୟା ଆସିବା...

ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ କମ୍ପାନୀର ଟ୍ରେଲର ଧକ୍କାଦେବାରୁ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri