କଳାହାଣ୍ଡି

ଉପଜିଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ଏକତା ପରିଷଦ କଳାହାଣ୍ଡି ଶାଖା

ଭବାନୀପାଟଣା,୩୧।୮(ଡି.ଏନ.ଏ.) ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ବ୍ୟକ୍ତିଗତ ଓ ସାମୂହିକ ଅଧିକାର ପ୍ରମାଣପତ୍ର ଏବଂ ମୋ ଜମି ମୋ ଡିହ ଯୋଜନା ଦ୍ୱାରା ହିତାଧିକାରୀମାନଙ୍କୁ ଘରଡିହ ପଟ୍ଟ ପ୍ରଦାନ କରାଯିବା ଆଦି ୭ଦଫା...

କୁଟିର ଶିଳ୍ପ ପ୍ରୋତ୍ସାହନ ପାଇଁ ସଚେତନତା କର୍ମଶାଳା

କର୍ଲାମୁଣ୍ଡା,୩୦।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଶୁକ୍ରବାର କୁଟିର ଶିଳ୍ପର ପ୍ରୋତ୍ସାହନ ପାଇଁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟ ଭୂପିନ୍ଦର ସିଂ ଯୋଗଦେଇ ଅଂଶ ଗ୍ରହଣକାରୀମାନଙ୍କୁ...

ପାଥର୍ଲାରେ ଆଗୁଆ ନୂଆଁଖାଇ: ଗ୍ରାମଦେବତୀଙ୍କୁ ବରଣ କାର୍ଯ୍ୟଶେଷ

କେସିଙ୍ଗା,୩୦।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଥର୍ଲା ପଞ୍ଚାୟତର ପାଥର୍ଲା, ବାହାଦୂରପଦର, ଓ ପାଲଗାପଡ଼ା ଗ୍ରାମରେ ଶନିବାର ନୂଆଁଖାଇ ପର୍ବ ପାଳନ ହେବ। ଏ ନେଇ ପାଥର୍ଲା ଗ୍ରାମରେ ଆଗୁଆ ନୂଆଁଖାଇ ଲାଗି ଶୁକ୍ରବାର ଗ୍ରାମଦେବତୀଙ୍କ ବରଣ କାର୍ଯ୍ୟ ଶେଷ...

ଚାକିରି ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ: ଅଭିଯୁକ୍ତ ୱେସ୍କୋ ଲାଇନ୍‌ମ୍ୟାନ ଫେରାର

ଭବାନୀପାଟଣା,୩୦।୮(ଡି.ଏନ.ଏ.)-ଭବାନୀପାଟଣାର ଜଣେ ଓ୍ବେସ୍କୋ ଲାଇନ୍‌ମ୍ୟାନ ଚାକିରୀ ପ୍ରଲୋଭନ ଦେଖାଇ ଏକାଧିକ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନାମ ଜ୍ୟୋତି ରଞ୍ଜନ ସାମଲ ା ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ...

ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନର ସୁଖବନ୍ଧନରେ ଅନ୍ତର୍ଭୁକ୍ତ ଦାବି: ଦସ୍ତଖତ ଅଭିଯାନ ସଂଗ୍ରହ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ସ୍ଥାନ ପାଇବା ପାଇଁ ଏକ ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ନିର୍ବାଚନମଣ୍ଡଳୀର ବିଧାୟକ ଭୁପିନ୍ଦର...

ଦାଦନ ଯାଇ ବାପ୍‌ ଆରପାରେ: ୭ ବଛର ହେଲା ରୋଗ୍‌ରେ ଖଟେ ପଡ଼ିଛନ୍‌ ଝି’ ସୁନିଆ

ପର୍ଲା, ୩୦ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବହେରା ଗଁାର ସ୍ବର୍ଗତ ପଦମନ ସୋରିକଁର ଝି’ ସୁନିଆ(୨୧)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଅନେକ ଦିନ୍‌ ହେଲା ଖଟେ ପଡ଼ି ରହିଛନ୍‌। ଇଆଡ଼େ ବିଧବା ମା’...

ଗୋମେଧ ରତ୍ନପଥର ଖଣ୍ଡି ଖଖନ ନେଇ ଜିଲା ପ୍ରଶାସନର ଜନଶୁଣାଣି: ଜୀବନ ଦେବୁ, ହେଲେ ଖଣ୍ଡି ଖୋଲିବାକୁ ଦେବୁ ନାହିଁ; ଘାଟପଡାବାସୀଙ୍କ ଚେତାବନୀ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶୃପଡା ଗ୍ରାମପଞ୍ଚାୟତସ୍ଥିତ ସିଙ୍ଗଝରଣ ଗ୍ରାମରେ ଗାର୍ନେଟ ମାଇନ୍‌ ପ୍ରସ୍ତାବିତ ଖଣି ଉତ୍ପାଦନ ପାଇଁ ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ରାୟଗଡା ପକ୍ଷରୁ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ସିଙ୍ଗଝରଣ...

ଜୁନାଗଡରେ ପଞ୍ଚାୟତ ସମିତି ବୈଠକ: ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଅସନ୍ତୋଷ

ଜୁନାଗଡ,୨୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସଭାଗୃହଠାରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୁନାଗଡ ବିଡିଓ ଦୁଳାରାମ ମାରାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଏମ୍‌ପି ପ୍ରତିନିଧି...

କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ

ଭବାନୀପାଟଣା,୨୯।୮(ଡି.ଏନ.ଏ.): କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ଦାବିପତ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କଳାହାଣ୍ଡି...

ଆମ ପୋଲିସ ସମିତି ବୈଠକ: ପୋଲିସ ଓ ଜନ ସମ୍ପର୍କ ସମ୍ପର୍କରେ ଆଲୋଚନା

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ଥାନା ଅଧିକାରୀ ଚତୁର୍ଭୂଜ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଲାଞ୍ଜିଗଡ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ସାମାଜିକ କର୍ମୀ...

ରକ୍ତଦାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ବୁଧବାର ସାମାଜିକ ସଙ୍ଗଠନ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି ପକ୍ଷରୁ ରକ୍ତଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜନ କରାଯାଇ ବହୁମାତ୍ରାରେ ଲୋକଙ୍କୁ...

ଦାଦନ ଯାଇ ଆରପାରେ ଦିବାକର: ରାଶନ ଚାଉଲ, ଭତା ପରିବାରର ସାହାଭରସା

କଲମପୁର, ୨୯।୮, (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ ସମସିଆ ଉପରେ ଲଗାମ୍‌ କସବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଯୋଜନାର କେହେନ୍‌ସି ନାଇଁ କେହେନ୍‌ସି ଜାଗାରେ ପୁଲ୍‌ ପଡ଼ିଯାଉଛେ। ଯେନ୍‌ଥିରଲାଗି ଓଡ଼ିଶାରୁ ଦାଦନ ସମସିଆର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri