ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି…
କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚାଷୀ ଡମ୍ବରୁଧର ନାଏକଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଶୁକ୍ରବାର ସକାଳେ ମୋବାଇଲ ଚାର୍ଜ କରୁଥିବା ସମୟରେ...
ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା
କର୍ଲାମୁଣ୍ଡା/ରିଷିଡ଼ା,୪ା୭(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଏହି ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲଖମା...
ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜ କରିବାକୁ ଶପଥ
କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡ଼ାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଧୀର ବିଶିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଶ୍ରୁପଡ଼ା ବନପାଳ ବିଶିକେଶନ କରୁଆଁ, ଫରେଷ୍ଟଗାର୍ଡ ରାଜଲକ୍ଷ୍ମୀ...
ସ୍ପିନିଂ ମିଲ୍ରୁ ଚୋରି, ୫ କୋର୍ଟ ଚାଲାଣ
କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲ୍ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ୍ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି...
କେସିଙ୍ଗା ସ୍ପିନିଂ ମିଲରୁ ଚୋରି: ୫ ଚୋର ସାଙ୍ଗରେ କବାଡିଆ ବି…
କେସିଙ୍ଗା,୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ର୍ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ...
ବୃକ୍ଷ ହିଁ ଜୀବନ: ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଜରୁରୀ
କେସିଙ୍ଗା,୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂଙ୍କ ନେତୃତ୍ୱରେ ୭୬ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ତୃତୀୟ ଦିବସରେ ଚାଂଚେର ଓ ତୁଣ୍ଡଳା ସରକାରୀ ହାଇସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।...
ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
ଭବାନୀପାଟଣା, ୩ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ବୀରବର ଭଗତଙ୍କୁ ମଦନପୁର ରାମପୁର ଥାନାକୁ ବଦଳି ହୋଇଛି । ମଦନପୁର...
ସ୍କୁଲ ଛାତରୁ ଗଳୁଛି ପାଣି, ବାରଣ୍ଡାରେ ପାଠପଢ଼ା
କେସିଙ୍ଗା,୩ା୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନ ବାଲସି ପଞ୍ଚାୟତର କୋକୋଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରୀଛାତ୍ର ଗୁରୁବାର ସ୍କୁଲ ବାରଣ୍ଡାରେ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଥିଲା।...
ବର୍ଷା ହେଲେ ମରଣଯନ୍ତା ପାଲଟୁଛି ରାସ୍ତା, ଅବରୋଧ କରି ଉନ୍ନତିକରଣ ଦାବି କଲେ ଗ୍ରାମବାସୀ
କର୍ଲାମୁଣ୍ଡା,୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଓ ସାର ଗୋଦାମକୁ ଯାଇଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର ଏହି ଗୋଦାମଠାରୁ ଚାଷୀମାନେ...
ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ
ଥୁଆମୂଳ ରାମପୁର,୩ା୭(ଦୁର୍ଗା କୀର୍ତ୍ତି);କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ କାଳୀ ମନ୍ଦିର ପଡ଼ାର ପଦୁକିଶୋର ପୂଝାରୀଙ୍କ ଘର ଉପରେ ମଙ୍ଗଳବାର ଏକ ଆମ୍ବଗଛର ବିରାଟକାୟ ଶୁଖିଲା ଡାଳ ଭାଙ୍ଗିପଡ଼ିଛି। ରାତି ସାଢ଼େ ୮ଟାରେ ନିଜ ପରିବାର ସହ...
ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲା କଂଗ୍ରେସ ସଭାପତି
ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଜଳନ୍ଧର ନାଏକଙ୍କୁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ମନୋନୀତ କରିଛନ୍ତି। ଜିଲା ସଭାପତି ନାଏକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲା ଯୁବ...
ଓଡ଼ିଶା ଷ୍ଟେଟ୍ ଓପନ୍ ସୁଟିଂ ଚାମ୍ପିଅନଶିପ୍: କଳାହାଣ୍ଡିର ପୁଅ ବିଶ୍ୱଜିତଙ୍କ କମାଲ୍, ଜିତିଲେ ସ୍ବର୍ଣ୍ଣ ସହ…
ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ)-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨ ଦିନ ଧରି ଚାଲିଥିବା ଦ୍ୱିତୀୟ ଓଡ଼ିଶା ଷ୍ଟେଟ ଓପନ୍ ସୁଟିଂ ଚାମ୍ପିଅନ୍ଶିପରେ କମାଲ ଦେଖାଇଛନ୍ତି କଳାହାଣ୍ଡିର ପୁଅ ବିଶ୍ୱଜିତ ପାତ୍ର। ଓଡିଶା ରାଇଫଲ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଳାହାଣ୍ଡି...
Archives


