କଳାହାଣ୍ଡି

ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ

ଭବାନୀପାଟଣା,୭।୧(ଉତ୍ତମ କୁମାର ଦାଶ): ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ହୋଇଥିବା ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ...

ଭୋଜି କରିବାକୁ ଯାଇଥିବା ୨ ଭଉଣୀଙ୍କୁ ବଳାତ୍କାର ଉଦ୍ୟମ: ଧରାପଡ଼ିଲେ ୨ ଅଭିଯୁକ୍ତ

କୋକସରା,୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଏକ ଗ୍ରାମର ୨ ଭଉଣୀ ନିଜ ଚାକର ସହ ନୂଆବର୍ଷରେ ଗାଁନିକଟରେ ଥିବା ଡଙ୍ଗରିକୁ ବଣଭୋଜି କରିବାକୁ ଯାଇଥିଲେ। ସାନ ଭଉଣୀ ଏକୁଟିଆ ଫଟୋ ଉଠାଉଥିବା ସମୟରେ ୨ଜଣ...

କଟ୍‌ନି ଛଟ୍‌ନିକୁ ନେଇ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍‌ନି ଛଟ୍‌ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍‌ ଦରଦାମ ବୃଦ୍ଧି ଆଦି ସମସ୍ୟାକୁ ନେଇ ସହରର ଆମ୍ବେଦକର ଛକ,ବଲାଙ୍ଗୀର ଛକ ସମେତ ବିଭିନ୍ନ ଛକରେ...

ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର

ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩...

୪ରେ କଳାହାଣ୍ଡି ବନ୍ଦ

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବି ବିକ୍ରିକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଆଗାମୀ ୪ ତାରିଖରେ...

ଜବରଦଖଲ ଉଚ୍ଛେଦ, ୧୦ ଏକର ଜମିରେ ଏନ୍‌ଏସି ପୋତିଲା ଲାଲଝଣ୍ଡା

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧୀନ ବସ୍‌ଷ୍ଟାଣ୍ଡ ନିକଟ ଜାତୀୟ ରାଜପଥକୁ ଲାଗି ରହିଥିବା ୧୦ ଏକର ଜମି ଜବରଦଖଲମୁକ୍ତ ହୋଇଛି। ଦୀର୍ଘ ୩୦ ବର୍ଷ ଧରି କୁର୍ଲୁପଡା ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତ ଜମିକୁ ଜବରଦଖଲ...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ...

କଳାହାଣ୍ଡି ଜିଲା: ଜଣେ ମହିଳା ପାଇଛନ୍ତି ସୁଯୋଗ

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ):ସ୍ବାଧୀନତା ପରେ କଳାହାଣ୍ଡି ଜିଲାରେ କେବଳ ଜଣେ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ମା’ ସ୍ବର୍ଗତା ରୋଶନି ସିଂଦେଓ। ତାଙ୍କ...

ବ୍ୟାଟିଂ କରୁଥିବା ବେଳେ ପଡ଼ିଗଲେ ବିଧାୟକ, ମୁଣ୍ଡରେ ଲାଗିଲା ଆଘାତ

ଭବାନୀପାଟଣା,୨୫।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡିଠାରେ ସୋମବାର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରିବାକୁ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ ଯାଇଥିଲେ। ଏହି ସମୟରେ...

ଟ୍ରେନ୍‌ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି। ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ (୩୨) ହୋଇଥିବା ବଳେ ସେ ଜୁନାଗଡ଼ ଥାନା...

ସାନଭାଇଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ବଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ  ବଡ଼ ଭାଇ ସାନଭାଇଙ୍କୁ ହତ୍ୟା  କରିଛନ୍ତି। ଭବାନୀପାଟଣା ସହର ବିବିସିପଡ଼ାର ବଡ଼ ଭାଇ ମହେନ୍ଦ୍ର ବାଗ ଓ ସାନଭାଇ ଗଣେଶ...

ଅଦିନିଆ ବର୍ଷାରେ ନଷ୍ଟହେଲା ଧଳାସୁନା

ଭବାନୀପାଟଣା,୨୪।୧୨(ଉତ୍ତମ କୁମାର ଦାଶ)ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲା। ଧାନ ସହିତ କପା ଓ ଡାଲି ଜାତୀୟ ଶସ୍ୟ, ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ୱଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି। ଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri