ମାନସିକଧାରୀଙ୍କ ଆଗରେ ହାର୍ ମାନିଲା ପ୍ରଶାସନ
ଭବାନୀପାଟଣା,୧୨ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମା’ଙ୍କ ଛତରକୁ ଦର୍ଶନକରି ଭକ୍ତମାନେ ଆନନ୍ଦଲାଭ କରିଥିଲେ।...