କଳାହାଣ୍ଡି

ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ

ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ଗ୍ରାମପଞ୍ଚାୟତର ଯୁବ...

କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା। ସୌଭାଗ୍ୟବଶତଃ ଘର ଭିତରେ ଥିବା ବୃଦ୍ଧ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ...

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ...

CBSE Result: ଯୁକ୍ତ ୨ରେ କଳାହାଣ୍ଡି ଜିଲା ଟପ୍ପର ହେଲେ ତେଜସ୍ବିନୀ ସୁନା

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ): ସିବିଏସଇ ଯୁକ୍ତ ୨ ପରୀକ୍ଷାରେ କଳାହାଣ୍ଡି ଜିଲା ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ଛାତ୍ରୀ ତେଜସ୍ବିନୀ ସୁନା ସର୍ବମୋଟ ୪୮୫ (୯୭%)ମାର୍କ ରଖି କଳାହାଣ୍ଡି ଜିଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ସହଦେବ ସୁନା ବୁଢୀଖମନ...

CBSE Result: ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଚମତ୍କାର ସଫଳତା

ଲାଞ୍ଜିଗଡ,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀ ଛାତ୍ର ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ...

CBSE Result: ଦଶମରେ କଳାହାଣ୍ଡି ଟପ୍ପର ହେଲେ ଅନିକେତ ପଣ୍ଡା

ଭବାନୀପାଟଣା, ୧୩।୫(ଉତ୍ତମ କୁମାର ଦାଶ)-ସିବିଏସଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲା ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ଛାତ୍ର ଅନିକେତ ପଣ୍ଡା ଜିଲା ଟପ୍ପର ହୋଇ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ସେ...

ଲୋକ ସଭା ଏମ୍‌ପିଙ୍କୁ ଭେଟିଲେ ପ୍ରତିନିଧି ଦଳ

ରିଷିଡା,୧୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳସ୍ଥରୀୟ ଏକ କମିଟି କଳାହାଣ୍ଡି ଏମ୍‌ପି ମାଳବିକା ସିଂଦେଓଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିଗୁଡିକ ମଧ୍ୟରେ ରିଷିଡା ଫଟାମୁଣ୍ତା ପାଣିଟାଙ୍କି ଛକ...

ନିର୍ମାଣ ହେଉନି ରେଳ ଅଣ୍ଡରବ୍ରିଜ କି ଓଭରବ୍ରିଜ:ଲେଭଲ କ୍ରସିଂରେ ଟ୍ରାଫିକ ଜାମ ସ୍ଥିତି

ଭବାନୀପାଟଣା, ୧୩ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେଳ ଲେଭଲ କ୍ରସିଂରେ ଅଣ୍ଡରବ୍ରିଜ କିମ୍ବା ଓଭରବ୍ରିଜ ନାହିଁ। ଫଳରେ ଲେଭଲ କ୍ରସିଂରେ ଟ୍ରାଫିକ ଜାମ ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ

ରିଷିଡ଼ା,୧୨ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ରୁ ଅଧିକ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ପଡ଼ାରେ ସରକାର ତରଫରୁ ସପ୍ଲାଏ ପାଣି ପାଇପ୍‌ ବ୍ୟବସ୍ଥା କରିଥିଲେ...

ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ...

ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ: ଏ ଯାଏଁ ସରିନି ୪୦ ପ୍ରତିଶତ କାମ

ଭବାନୀପାଟଣା,୧୨ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନର ନିର୍ମାଣ କାମ ଅତ୍ୟାଧୁନିକ ଢାଞ୍ଚାରେ ହେବା ପାଇଁ ସ୍ଥାନୀୟ ଲୋକେ ଆଶା କରୁଥିଲେ। ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନଧରି ଆରମ୍ଭ ହୋଇଥିବା ସତ୍ତ୍ୱେ ପରେ ମନ୍ଥର ଗତିରେ ଚାଲିବା...

ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ

ରିଷିଡ଼ା,୧୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା, ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ସଫଲେଇ ପାଣି ପାଇପ ବ୍ୟବସ୍ଥା କରିଥିଲେ ହେଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri