କଳାହାଣ୍ଡି

ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ

ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି...

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ

ଭବାନୀପାଟଣା,୧୨ା୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ। ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ଜଣେ ଷ୍ଟାଫ୍‌ଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା...

ଠେଙ୍ଗା ମାଡ଼ରେ ଯୁବକଙ୍କ ମୃତ: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ଭବାନୀପାଟଣା,୧୦।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଖମାରପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଗ୍ରାମର...

ସରିଲା ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ

ଭବାନୀପାଟଣା,୧୦।୧(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ୩ ଦିନ ଧରି ଚାଲିଥିବା ବ୍ଲକ ଏବଂ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ ହୋଇଯାଇଛି। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ରାଜ୍ୟ...

ରାତିଅଧରେ ଦୋକାନରେ ଲାଗିଲା ନିଆଁ, ଜଳିଗଲା ସବୁ

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଜିଲାପାଳ ଅଫିସ ସମ୍ମୁଖରେ ଥିବା ଏକ ତେଜରାତି ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ପୋଲିସ ପାଟ୍ରୋଲିଂ ସମୟରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବା ପରେ...

ବନଦୁର୍ଗା ଟ୍ରେଡର୍ସରେ ଜିଏସ୍‌ଟି ଚଢାଉ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କୋକସରା,୯।୧(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ରହିଥିବା ବନଦୁର୍ଗା ଟ୍ରେଡର୍ସରେ ସୋମବାର ଜିଏସ୍‌ଟି ଚଢାଉ ହୋଇଛି। ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ହେବାପରେ ଭବାନୀପାଟଣା ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ...

ଦୁର୍ଘଟଣାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୮।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳାରୁ ବଡପୋଡ଼ାଗୁଡାକୁ ସଂଯୋଗ କରୁଥିବା ରାସ୍ତା ବାଞ୍ଜିବାହାଲ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆମପାଣି ପଞ୍ଚାୟତ ଡୁମେର ବାହାଲ ଗ୍ରାମର ଭାସ୍କର ମାଝୀ(୩୪)। ମିଳିଥିବା...

କ୍ରିକେଟ ଖେଳି ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭବାନୀପାଟଣା,୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍‌...

ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଶୀତୁଆ ସନ୍ଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭବାନୀପାଟଣା,୮।୧(ସ୍ବ.ପ୍ର.): ଜୁନାଗଡ଼ କଳାହାଣ୍ଡି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ସମ୍ବଲପୁରୀ ଲୋକପ୍ରିୟ ଗାୟକ ରୁକୁ ସୁନା। ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପ୍ରଥମ ଗୀତ ଲଚକି ମଣି ଜୁରା ବେଣୀ…, ଆଲୋ ମୋର ରିବନ...

ଗିରଫ ପରେ ଜେଲ ଗଲେ ଶିକ୍ଷକ

ଭବାନୀପାଟଣା,୭।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମାଲିଗଁା ପଞ୍ଚାୟତରେ ଗତ ନଭେମ୍ଭର ୧୧ରେ ମାସିକ ପଞ୍ଚାୟତ ବୈଠକ ସାରି ସ୍ଥାନୀୟ ୱାର୍ଡମେମ୍ବରମାନେ ଫେରୁଥିବା ବେଳେ ବାଟରେ ଶିକ୍ଷକ ଅରୁଣ ନାଏକ ସେମାନଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।...

କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ ଓ ମିଲର୍ସ କୋଣସି ସୁଯୋଗ ଛାଡୁ ନାହାନ୍ତି। ସରକାର ଧାନ କିଣା ପ୍ରକ୍ରିୟାରେ...

ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଲୋକେ

ଭବାନୀପାଟଣା/ଲାଞ୍ଜିଗଡ଼,୬।୧(ସ୍ବ.ପ୍ର./ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ୮ ଦିନ ହେଲା ଗୋଟିଏ ଏକୁଟିଆ ଦନ୍ତା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ବିଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri