Advertisement

କନ୍ଧମାଳ

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ

ଦାରିଙ୍ଗବାଡ଼ି,୧୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳକୁ ଗୁରୁବାର ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଗସ୍ତ କରିଛନ୍ତି। ସେ ଉକ୍ତ ପଞ୍ଚାୟତର ଦଡିବାଡ଼ି…

2 years ago
ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ

ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ

ବାଲିଗୁଡ଼ା,୧୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ଼ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ…

2 years ago
ତାମାଙ୍ଗିକୁ ବର୍ଷେ ହେଲା ଚାଲିନି ବସ୍‌ତାମାଙ୍ଗିକୁ ବର୍ଷେ ହେଲା ଚାଲିନି ବସ୍‌

ତାମାଙ୍ଗିକୁ ବର୍ଷେ ହେଲା ଚାଲିନି ବସ୍‌

ଦାରିଙ୍ଗବାଡି,୧୨।୭(ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ ପୋଲ ନିର୍ମାଣରେ ବିଳମ୍ବ ହେବାରୁ ଗତ ୧ ବର୍ଷ ହେଲା ବସ…

2 years ago
ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତେଜୁଛି ଅସନ୍ତୋଷଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତେଜୁଛି ଅସନ୍ତୋଷ

ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି,୧୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

2 years ago
ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ

ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ

ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି ଜମି…

2 years ago
ବିଦ୍ୟୁତ୍‌ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋବିଦ୍ୟୁତ୍‌ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ

ଫୁଲବାଣୀ,୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି ା ସେ ହେଲେ ସ୍ଥାନୀୟ…

2 years ago
ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ

ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ…

2 years ago
୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୭(ଅରୁଣ କୁମାର ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷିଛି। ମାତ୍ର ୧୦ ମିନିଟ୍‌ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର।…

2 years ago
କଲରାପତରିଆ ବାଘ ଶିକାର କରି ୧୧ ଗିରଫକଲରାପତରିଆ ବାଘ ଶିକାର କରି ୧୧ ଗିରଫ

କଲରାପତରିଆ ବାଘ ଶିକାର କରି ୧୧ ଗିରଫ

ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ…

2 years ago
ଜଙ୍ଗଲରୁ ବେଆଇନ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟଜଙ୍ଗଲରୁ ବେଆଇନ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ

ଜଙ୍ଗଲରୁ ବେଆଇନ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ

ବାଲିଗୁଡା,୪।୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ…

2 years ago