Advertisement

କନ୍ଧମାଳ

ଟାଓ୍ବାର ନିର୍ମାଣରେ ନିୟୋଜିତ ଠିକାଦାରଙ୍କ ଅଚାନକ ମୃତ୍ୟୁ, ତଦନ୍ତ ଜାରିଟାଓ୍ବାର ନିର୍ମାଣରେ ନିୟୋଜିତ ଠିକାଦାରଙ୍କ ଅଚାନକ ମୃତ୍ୟୁ, ତଦନ୍ତ ଜାରି

ଟାଓ୍ବାର ନିର୍ମାଣରେ ନିୟୋଜିତ ଠିକାଦାରଙ୍କ ଅଚାନକ ମୃତ୍ୟୁ, ତଦନ୍ତ ଜାରି

ବାଲିଗୁଡ଼ା,୨୮ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାଓ୍ବାର ନିର୍ମାଣରେ ନିୟୋଜିତ ଜଣେ ଶ୍ରମିକ ଠିକାଦାରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ…

2 years ago

ଏମ୍‌ଆଇଏସ୍‌ ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ପିଇଓ ଏବଂ ଜିଆରଏସ୍‌ମାନଙ୍କ ବାରମ୍ବାର ବଦଳି ରୋକାଯିବା ଏବଂ ଏବେ ବଦଳି କରାଯାଇଥିବା ପିଇଓ ପାର୍ବ ପ୍ରଧାନ…

2 years ago
ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଏଠାକାର…

2 years ago
ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ବାଲିଗୁଡା,୨୭।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି ।…

2 years ago
ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଇକିଆ,୨୫ା୬(ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ରାଇକିଆ ଥାନା କତିଙ୍ଗିଆଠାରେ ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି।…

2 years ago
ମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅ

ମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅ

ଦାରିଙ୍ଗବାଡ଼ି,୨୫।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଭାଜପାର ଦାରିଙ୍ଗବାଡି ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ ଜିଲା…

2 years ago
ଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫ

ଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫ

ଫୁଲବାଣୀ,୨୫ା୬(ରାକେଶ ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆ ମୁଣ୍ଡାଗାଁ ଜଙ୍ଗଲରୁ ଗତ ୧୩ ତାରିଖରେ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଭିନ୍ନମୋଡ଼ ନେଇଛି।…

2 years ago
କଥା ଦେଇ କଥା ରଖିଲେ ୫-ଟି ସଚିବ: ଗସ୍ତର ଗୋଟିଏ ସପ୍ତାହରେ ଆସିଲା ୨କୋଟି ଟଙ୍କାର ଅନୁଦାନକଥା ଦେଇ କଥା ରଖିଲେ ୫-ଟି ସଚିବ: ଗସ୍ତର ଗୋଟିଏ ସପ୍ତାହରେ ଆସିଲା ୨କୋଟି ଟଙ୍କାର ଅନୁଦାନ

କଥା ଦେଇ କଥା ରଖିଲେ ୫-ଟି ସଚିବ: ଗସ୍ତର ଗୋଟିଏ ସପ୍ତାହରେ ଆସିଲା ୨କୋଟି ଟଙ୍କାର ଅନୁଦାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି଼କୁ ଗତ ସପ୍ତାହରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଗସ୍ତ କରିଥିଲେ। ସେହି ସମୟରେ ସେ ୪ଟି ପ୍ରକଳ୍ପ ତଥା…

2 years ago
ରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନିରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନି

ରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନି

ବାଲିଗୁଡ଼ା,୨୪ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ନାବାଳିକା/ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ…

2 years ago
ବାଲିଗୁଡା ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରାବାଲିଗୁଡା ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

ବାଲିଗୁଡା ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

କୋଟଗଡ,୨୪।୬( ସରୋଜ ବଳିୟାର ସିଂ) ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି…

2 years ago