Advertisement

କନ୍ଧମାଳ

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧ା୩: ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ୧୦…

2 years ago

କିଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କ ଟଙ୍କା ଠକେଇ

ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି ଜରିଆରେ…

2 years ago
ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ରବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ଜି.ଉଦୟଗିରି,୨୮ା୩: ଜି.ଉଦୟଗିରି ପଞ୍ଚାୟତ ସମିତି ରଟିଙ୍ଗିଆ ଅଞ୍ଚଳବାସୀ ବିଭିନ୍ନ ଦାବି ନେଇ ସୋମବାର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ସମସ୍ୟା…

2 years ago
ରାସ୍ତା ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଡାଙ୍ଗାସିବାସୀରାସ୍ତା ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଡାଙ୍ଗାସିବାସୀ

ରାସ୍ତା ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଡାଙ୍ଗାସିବାସୀ

ରାଇକିଆ,୨୮ା୩(ଡି.ଏନ୍‌.ଏ):ରାସ୍ତା ନାହିଁ, ୫ କି.ମି. ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢ଼ି ଗଲେ ପହଞ୍ଚି ହୁଏ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି…

2 years ago
ମିଳୁନି ସାଧାରଣ ସୁବିଧା: ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀମିଳୁନି ସାଧାରଣ ସୁବିଧା: ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ମିଳୁନି ସାଧାରଣ ସୁବିଧା: ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ରାଇକିଆ,୨୭।୩(ଡି.ଏନ୍‌.ଏ.): ରାସ୍ତା ନାହିଁ। ୫ କି.ମି ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢ଼ି ଗଲେ ପହଞ୍ଚିହୁଏ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି…

2 years ago
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇକିଆ, ୨୭।୩(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଦାଗଡି ନିକଟରେ ସୋମବାର ଏକ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ…

2 years ago
ବାଲିଗୁଡ଼ା ଦଣ୍ଡଯାତ୍ରା ଚୂଡ଼ାନ୍ତ: ଆକର୍ଷିତ କରିବ ତେରଦଣ୍ଡ ମହାମିଳନବାଲିଗୁଡ଼ା ଦଣ୍ଡଯାତ୍ରା ଚୂଡ଼ାନ୍ତ: ଆକର୍ଷିତ କରିବ ତେରଦଣ୍ଡ ମହାମିଳନ

ବାଲିଗୁଡ଼ା ଦଣ୍ଡଯାତ୍ରା ଚୂଡ଼ାନ୍ତ: ଆକର୍ଷିତ କରିବ ତେରଦଣ୍ଡ ମହାମିଳନ

ବାଲିଗୁଡ଼ା,୨୭।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାର୍ଚ୍ଚ ୩୧ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ…

2 years ago
ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ

ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ

ଖଜୁରିପଡ଼ା,୨୭ା୩:ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ ହେଲେ। ବାରମ୍ବାର ରାସ୍ତା ପାଇଁ ପଲ୍ଲୀସଭାରେ କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା…

2 years ago
ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟ

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟ

ବାଲିଗୁଡା,୨୭ା୩(ଡି.ଏନ.ଏ.):ବାଲିଗୁଡ଼ା ଣ୍ଡବସ୍‌ଷ୍ଟାଣ୍ଡ ନିକଟ ନୂଆସାହି ଓ ବୁଡ଼ାଗୁଡାକୁ ଯିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ…

2 years ago
ଅସହାୟ ଜୀବନ କାଟୁଛନ୍ତି ସୈନ୍ଦ୍ରୀଅସହାୟ ଜୀବନ କାଟୁଛନ୍ତି ସୈନ୍ଦ୍ରୀ

ଅସହାୟ ଜୀବନ କାଟୁଛନ୍ତି ସୈନ୍ଦ୍ରୀ

ଖଜୁରିପଡ଼ା,୨୫ା୩: ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏକା ହୋଇ ଅସହାୟ ଜୀବନ କାଟୁଛନ୍ତି ଖଜୁରିପଡ଼ା ବ୍ଲକ ନୂଆଗଁା ପଞ୍ଚାୟତ ରଣପାଟୁଲି ଗ୍ରାମରସୈନ୍ଦ୍ରୀ ପ୍ରଧାନ (୫୯)। ଘରଖଣ୍ଡେ…

2 years ago