Advertisement

କନ୍ଧମାଳ

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ,୨୪।୩: ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ନାବାଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ପ୍ରକାଶ…

2 years ago
ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ…

2 years ago
ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାରଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାର

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାର

ବାଲିଗୁଡ଼ା,୨୨ା୩(ଡି.ଏନ୍‌.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ…

2 years ago
ଆୟୁଷ ଡାକ୍ତରଙ୍କୁ ଡିପିଏମ୍‌ଙ୍କ ଦୁର୍ବ୍ୟବହାରଆୟୁଷ ଡାକ୍ତରଙ୍କୁ ଡିପିଏମ୍‌ଙ୍କ ଦୁର୍ବ୍ୟବହାର

ଆୟୁଷ ଡାକ୍ତରଙ୍କୁ ଡିପିଏମ୍‌ଙ୍କ ଦୁର୍ବ୍ୟବହାର

ଫୁଲବାଣୀ ଅଫିସ, ୨୨।୩: ନବ ନିଯୁକ୍ତ ଆୟୁଷ ଷାକ୍ତରମାନଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ଜିଲା ପ୍ରୋଗ୍ରାମ ମ୍ୟାନେଜର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ…

2 years ago
ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ…

2 years ago
କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକକୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ

କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ

ବାଲିଗୁଡ଼ା, ୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆର୍‌ପିଏଫ୍‌ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ବେଳେ…

2 years ago
କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନାକାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା

କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା

ଆର.ଉଦୟଗିରି,୧୯।୩(ଡି.ଏନ୍‌.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ…

2 years ago
ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର…

2 years ago
ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟିଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର…

2 years ago
ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ…

2 years ago