କନ୍ଧମାଳ

ଦାରିଙ୍ଗବାଡ଼ିକୁ ୮ ସ୍ବର୍ଣ୍ଣ, ୪ ରୌପ୍ୟ, ୩ ବ୍ରୋଞ୍ଚ

ଦାରିଙ୍ଗବାଡ଼ି,୧୦।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଟାଏକୋଣ୍ଡୋ ସଂଘର ଖେଳାଳିମାନେ ବଲାଙ୍ଗିର ଜିଲା ଟିଟିଲାଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍‌ ସଫଳତା ପାଇଛନ୍ତି। ଦାରିଙ୍ଗବାଡ଼ିକୁ…

5 years ago

ଗାଡ଼ିରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ଫୁଲବାଣୀ ଅଫିସ, ୧୦ା୧୦- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡିଆରେ ୨ ଦିନ ଧରି ଏକ ବସ୍‌ରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ମହାକାଶ ପ୍ରଯୁକ୍ତିବିଦ୍ୟାର…

5 years ago

୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) - କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି ଉକ୍ତ…

5 years ago

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ

ଫୁଲବାଣୀ ଅଫିସ, ୮ା୧୦- ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ସେଠାରୁ ନଗଦ ୬୩,୪୦୦ ଟଙ୍କା,…

5 years ago

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସିମନବାଡ଼ି…

5 years ago

ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଏହି ଭିଡିଓରେ ବିଧାୟକ କହିଛନ୍ତି  ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି ସେମାନଙ୍କ…

5 years ago

ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ ମୃଣ୍ମୟୀ…

5 years ago

ଦଶହରାରେ ବିଦ୍ୟୁତ୍‌ ବିଭ୍ରାଟ: ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛ କାଟି ପକାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ଦୁର୍ବୃତ୍ତମାନେ ବିରାଟ ଗଛ କାଟି ପକାଇଛନ୍ତି। ଫଳରେ ୧୦ରୁ…

5 years ago

୫୦ ଫୁଟ ବ୍ରିଜ୍‌ ତଳକୁ ଖସିଲା ରୋଲର ବୋଝେଇ ଟ୍ରେଲର: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗାଠାରେ ୫୦ ଫୁଟ ପୋଲ ତଳକୁ ସୋମବାର ଏକ ରୋଲର ବୋଝେଇ ଟ୍ରେଲର ଖସି ପଡିଛି ା ଏଥିରେ କେହି…

5 years ago

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଆଣିବା ନେଇ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୫।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ…

5 years ago