Advertisement

କନ୍ଧମାଳ

ଫୁଲବାଣୀରେ ତାଣ୍ଡବ ରଚିଲା ବର୍ଷା, ପବନ: ୮ ଶିଶୁ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ କଲା…

5 years ago

ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ ରହିଛି…

5 years ago
ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ଦାରିଙ୍ଗବାଡି,୨୫।୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ରୋଷେୟା(ବିଧବା)ଙ୍କୁ ୩ବର୍ଷ ଧରି ଅସଦାଚରଣ କରିଆସୁଥିବା ଘଟଣାରେ ମଙ୍ଗଳବାର ଦାରିଙ୍ଗବାଡି ପୋଲିସ…

5 years ago
ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାରଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା…

5 years ago
ଆହାର ନ ପାଇ ଫେରୁଛନ୍ତି ଲୋକେଆହାର ନ ପାଇ ଫେରୁଛନ୍ତି ଲୋକେ

ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ ଜିଲା…

5 years ago
ଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ

ଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ

ଫୁଲବାଣୀ ଅଫିସ, ୨୫ା୨-ଫୁଲବାଣୀସ୍ଥିତ କରୋନେଶନ ପଡିଆରେ ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ସୋମବାର ଉଦ୍‌ଘାଟିତ ହୋଇଛି ା ସରକାରଙ୍କ ଆଇଟି ସେଲ୍‌…

5 years ago
ଜୁଆ ଆଡ୍ଡାରେ ଚଢ଼ାଉ: ୬ ଗିରଫ, ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତଜୁଆ ଆଡ୍ଡାରେ ଚଢ଼ାଉ: ୬ ଗିରଫ, ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଜୁଆ ଆଡ୍ଡାରେ ଚଢ଼ାଉ: ୬ ଗିରଫ, ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଦାରିଙ୍ଗବାଡ଼ି,୨୪।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ତୁଡ଼ୁକିବାଡ଼ି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…

5 years ago
କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫକୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ

କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ

ସୋରଡ଼ା,୨୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କଣାସ ନୂଆଗାଁ ଥାନ କୁଡୁପାତିଆରୁ ଖୋର୍ଦ୍ଧା କୁହୁଡ଼ିକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

5 years ago
ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଫୁଲବାଣୀ ଅଫିସ, ୨୪ା୨-ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌ ୨୦୨୦ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…

5 years ago
ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତିବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

ଫିରିଙ୍ଗିଆ, ୨୩ା୨- ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧିନରେ ଥିବା ବାଲନ୍ଦାପଡା ଏବଂ ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ବହୁ ଦିନ ହେଲା ଡାକ୍ତର ନାହାନ୍ତି।…

5 years ago