କନ୍ଧମାଳ

ବାତ୍ୟା ମୋନ୍ଥାର ପ୍ରଭାବ: ଦାରିଙ୍ଗବାଡ଼ିରେ ପବନ ସହ ଆରମ୍ଭ ହେଲାଣି ବର୍ଷା, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି। ସେପଟେ ଏହାକୁ ମୁକାବିଲା କରିବା ପାଇଁ…

2 months ago

ବାତ୍ୟାକୁ ନେଇ ଆକ୍ସନରେ ଜିଲାପାଳ: ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ

ଫୁଲବାଣୀ,୨୬ା୧୦(ରାକେଶ କୁମାର ରାଉତ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ…

2 months ago

ଇକୋ ରିଟ୍ରିଟ୍‌ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…

ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର…

2 months ago

ଖବର ପ୍ରକାଶ ପରେ ଚେତିଲେ ବ୍ୟବସାୟୀ, ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ପଡ଼ିଆ କଲେ ସଫା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ହେଲିପ୍ୟାଡ୍‌ ପଡ଼ିଆଠାରେ ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇଥିଲା। ଏଥିରେ ଲାଇସେନ୍ସପ୍ରାପ୍ତ ୫ ଜଣ ବ୍ୟବସାୟୀ ସ୍ବତନ୍ତ୍ର ଭାବେ ଦୋକାନ ଖୋକିଥିଲେ।…

2 months ago

ବାଣ ବିକ୍ରିକଲେ ଭୁଲିଗଲେ ହିତାହିତ ଜ୍ଞାନ : ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁକୁ ଗୋରୁ ଖାଇ

ଦାରିଙ୍ଗବାଡି, ୨୫।୧୦ (ଅରୁଣ ସାହୁ): ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବଡ଼ ଧୁମ ଧାମରେ ଦୀପାବଳୀ ପାଳନ ହୋଇଛି। ଏଥିପାଇଁ ବାଣ ବ୍ୟବସାୟୀ ମାନେ ଲାଇସନ୍ସ କରି…

2 months ago

ସଜେଇ ହେଉଛି ଦାରିଙ୍ଗବାଡ଼ି: ଖୋଲିବ ଇକୋ ରିଟ୍ରିଟ୍‌, ଭିଡ଼ ଜମାଇବେ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ…

2 months ago

ପଞ୍ଚାୟତ ସମିତି ବୈଠକରେ ଉଠିଲା ନୂଆ ପ୍ରସଙ୍ଗ

ଦାରିଙ୍ଗବାଡ଼ି,୨୪ା୧୦(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସଭାଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ୍‌ ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ…

2 months ago

ବିଚକ୍ଷଣ ପ୍ରତିଭାର ଅଧିକାରୀ ଆୟୁଷ୍ମାନ: ଚାରିଆଡ଼େ ପ୍ରଶଂସିତ

ଦାରିଙ୍ଗବାଡି,୨୪/୧୦(ଅରୁଣ ସାହୁ): ପାଠ ପଢା ସହ ବିଭିନ୍ନ କଳା କ୍ଷେତ୍ର ଓ ପରିବେଶ ସୁରକ୍ଷା ଦିଗରେ ପିଲାବେଳୁ ଆଗ୍ରହ ଦେଖାଉଥିବା ଛାତ୍ର ଆୟୁଷ୍ମାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି।…

2 months ago

ପନିପରିବା ଦର ଆକାଶଛୁଆଁ: ଗ୍ରାହକ ଅସନ୍ତୁଷ୍ଟ

ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା…

2 months ago

ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଠି ହେଲେ ଗ୍ରାମବାସୀ, ସୁରକ୍ଷିତ ରହିବାକୁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର…

2 months ago