Advertisement

କନ୍ଧମାଳ

ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଦାରିଙ୍ଗବାଡ଼ି,୨୭ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ତିନିଦିନିଆ ଭାରତ ମାତା ପୂଜନ ଉତ୍ସବର ସୋମବାର ଶେଷ ଦିବସ ରହିଛି। ଏହି ଅବସରରେ ଶନିବାର ଓ…

3 months ago
କନ୍ଧମାଳ ଆଉ ପଛରେ ରହିବ ନାହିଁ-ଏମ୍‌ପିକନ୍ଧମାଳ ଆଉ ପଛରେ ରହିବ ନାହିଁ-ଏମ୍‌ପି

କନ୍ଧମାଳ ଆଉ ପଛରେ ରହିବ ନାହିଁ-ଏମ୍‌ପି

ଦାରିଙ୍ଗବାଡ଼ି,୨୬।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୩ ଦିନିଆ ଭାରତ ମାତା ପୂଜନ ଏବଂ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ…

3 months ago
ବାଲିଗୁଡ଼ାରେ ପତାକା ଉତ୍ତୋଳନ କଲେ ଉପଜିଲାପାଳବାଲିଗୁଡ଼ାରେ ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ାରେ ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରେ…

3 months ago
ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା…

3 months ago
ରାଇକିଆରେ ୭୬ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ବିଧାୟକରାଇକିଆରେ ୭୬ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ବିଧାୟକ

ରାଇକିଆରେ ୭୬ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ବିଧାୟକ

ରାଇକିଆ,୨୬ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ…

3 months ago
ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ: କନ୍ଧମାଳ ଏମ୍‌ପି ଛାତ୍ରୀଛାତ୍ରଙ୍କୁ ଦେଲେ ଏମିତି ପରାମର୍ଶଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ: କନ୍ଧମାଳ ଏମ୍‌ପି ଛାତ୍ରୀଛାତ୍ରଙ୍କୁ ଦେଲେ ଏମିତି ପରାମର୍ଶ

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ: କନ୍ଧମାଳ ଏମ୍‌ପି ଛାତ୍ରୀଛାତ୍ରଙ୍କୁ ଦେଲେ ଏମିତି ପରାମର୍ଶ

ଦାରିଙ୍ଗବାଡ଼ି,୨୬ ।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡିଆଠାରେ ବ୍ଲକ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏଥିରେ କନ୍ଧମାଳ ଏମ୍‌ପି…

3 months ago
ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ଜନଜାତିଙ୍କ ବିକାଶ ଉପରେ ମତ ରଖିଲେ ଅତିଥିଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ଜନଜାତିଙ୍କ ବିକାଶ ଉପରେ ମତ ରଖିଲେ ଅତିଥି

ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ଜନଜାତିଙ୍କ ବିକାଶ ଉପରେ ମତ ରଖିଲେ ଅତିଥି

ଦାରିଙ୍ଗବାଡ଼ି,୨୫।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଶିବମନ୍ଦିର ପ୍ରାଙ୍ଗଣରେ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ…

3 months ago
ଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତିଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ଦାରିଙ୍ଗବାଡି,୨୫।୧(ଅରୁଣ ସାହୁ):ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ…

3 months ago
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟାସଭ୍ୟସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ଆଣିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ୧୬ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ। ଶୁକ୍ରବାର ଏନେଇ ବାଲିଗୁଡ଼ା…

3 months ago
ଭାରତମାତା ପୂଜନ ଉତ୍ସବ ପାଇଁ ସଜେଇ ହେଉଛି ସିମନବାଡିଭାରତମାତା ପୂଜନ ଉତ୍ସବ ପାଇଁ ସଜେଇ ହେଉଛି ସିମନବାଡି

ଭାରତମାତା ପୂଜନ ଉତ୍ସବ ପାଇଁ ସଜେଇ ହେଉଛି ସିମନବାଡି

ଦାରିଙ୍ଗବାଡି, ୨୩।୧(ଅରୁଣ ସାହୁ):ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ଭାରତ ମାତା ପୂଜନ ଉତ୍ସବ ଓ ସାଧାରଣତନ୍ତ୍ର ଦିବସ ବଡ଼ ଧୁମଧାମରେ…

3 months ago