କନ୍ଧମାଳ

ଦାରିଙ୍ଗବାଡ଼ିରେ ଲଘୁଚାପ ବର୍ଷା, ଚାଷୀଙ୍କ ମୁହଁରେ ହସ

ଦାରିଙ୍ଗବାଡ଼ି,୨୭।୫(ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷା ମଙ୍ଗଳବାର ଅପରାହ୍ନରୁ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି।…

7 months ago

ଅପହଞ୍ଚ ସାକାଡି ଗ୍ରାମବାସୀଙ୍କୁ ଭେଟିଲେ ଫୁଲବାଣୀ ବିଧାୟକ

ଖଜୁରିପଡା,୨୪ା୫ (ବିଦୁର ବେହେରା) - କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡ଼ା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ…

7 months ago

ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ, କୃତଜ୍ଞତା ଜଣାଇଲା ଭାଜପା

ରାଇକିଆ,୨୪ା୫(ପ୍ରଦୀପ ବେହେରା): ଓଡ଼ିଶାରେ ପ୍ରଥମଥର ପାଇଁ ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ପ୍ରଦାନ କରଯାଇଛି। ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ ଅଣଦେଖା କରାଯାଉଥିଲା। ବାରମ୍ବାର ଦାବି ସତ୍ତ୍ୱେ…

7 months ago

ମଝି ରାସ୍ତାରେ ଓଲଟିଲା କାର୍‌

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବରଡେଗାରେ ଏକ କାର୍‌ (ଓଡି୦୨ଏଓ୍ବାଇ ୬୮୩୩) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍‌ଟି ଗୁରୁବାର ରାତିରେ ଫୁଲବାଣୀ ଆଡୁ…

7 months ago

ଚଞ୍ଚକତା କରି  ହାତେଇ ନେଇଥିଲେ ରାଶନ କାର୍ଡ, ଆଉ ଏବେ…

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ରେ ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି  ରାଶନ କାର୍ଡ ହାତେଇ ନେଇଥିଲେ। ଯାହାକୁ ନେଇ ଖବର ପ୍ରକାଶ ପାଇବା ପରେ…

7 months ago

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ…

7 months ago

‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ

ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌…

7 months ago

ଯୁକ୍ତ ୨ କଳାରେ ମୁନି ସାହୁ, ବିଜ୍ଞାନରେ ଏନ୍‌. ସାଇନି ରାଇକିଆ ବ୍ଲକ ଟପ୍ପର

ରାଇକିଆ,୨୨।୫(ପ୍ରଦୀପ ବେହେରା ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ…

7 months ago

ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି…

7 months ago

ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ସୁଯୋଗ ନେଇ ଘରେ…

ଖଜୁରିପଡ଼ା,୨୧ା୫ (ବିଦୁର ବେହେରା): ଖଜୁରିପଡ଼ା ପଞ୍ଚାୟତ ପାଖ ଏକ ଶିକ୍ଷୟିତ୍ରୀଙ୍କ ଘରୁ ଚୋର କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଖଜୁରିପଡ଼ା ୟୁପି ଗାଲସ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ…

7 months ago