ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୯ ଜଣ ଘରକୁ ଫେରିଲେ, ଜଣେ ବ୍ରହ୍ମପୁର ସ୍ଥାନାନ୍ତର
ଦାରିଙ୍ଗବାଡି,୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଓ ୧୨ ଗୁରୁତରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ୯ ଛାତ୍ରୀଛାତ୍ର ସୁସ୍ଥ ହୋଇ...
ମଧ୍ୟାନ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା : ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।...
୨ ଦିନ ହେଲା ଯାତ୍ରୀ ହଟାହଟା:ଦାରିଙ୍ଗବାଡି ଆସୁଥିବା ପର୍ଯ୍ୟଟକ ଘାଟିରେ ଅଟକି ରହିଛନ୍ତି
ଦାରିଙ୍ଗବାଡି, ୮।୧୨ (ଅରୁଣ ସାହୁ )କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଗାଜଲବାଡି ଘାଟି ବୁଲାଣି ରାସ୍ତାରେ ପୁଣି ରବିବାର ସକାଳୁ ଏକ ବସ ସହ ଭାରି ଜାନ ଲାଗି ରହିଛି। ଫଳରେ ଜାତୀୟ...
ମଧ୍ୟାନ୍ନ ଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ….
ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ...
ମଧ୍ୟାହ୍ନଭୋଜନ ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ, ବାସି ଭାତକୁ ବାସି ଡାଲି କହିଲେ…
ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ପ୍ରଥମେ ୬ ଓ ପର୍ଯ୍ୟାୟ କ୍ରମେ ପ୍ରାୟ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା...
ମ୍ୟାଲେରିଆ, ଡେଙ୍ଗୁର ନିରାକରଣ ପାଇଁ ବଡ଼ ପଦକ୍ଷେପ
ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଜନିତ ଜ୍ୱରକୁ ମୂଳୋତ୍ପାଟନ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଜନ ସଚେତନ କରାଯିବା ସହ ଲୋକଙ୍କୁ କୀଟନାଶକ ମଶାରୀ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯିବା ସହ...
ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍
ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ...
ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ
ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ...
ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ
ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ପରିସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ଜଙ୍ଗଲ ସୁରକ୍ଷା, ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟରେ ପରିବେଶର ବିକାଶ,...
ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା
ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ ଶୁକ୍ରବାର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଶରତ ଶବର ଓ ପୋଲିସ ପ୍ରଶାସନ...
ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ
ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା କେତେ ସଫଳ ରୂପାୟନ ହେଉଛି ତାର ତଦାରଖ...
ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ
ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ କାମ ଧନ୍ଦା ଛାଡି ଆଧାର କେନ୍ଦ୍ରରେ ଦିନ ଦିନ ସମୟ ବିତାଉଛନ୍ତି ଗୋଟିଏ...
Archives


