ସମିତି ସଭ୍ୟାସଭ୍ୟ ମହାସଙ୍ଘର ଜିଲା ସ୍ତରୀୟ ବୈଠକ
ଦାରିଙ୍ଗବାଡି,୩୦।୬(ଅରୁଣ ସାହୁ): କନ୍ଧମାଳ ଜିଲା ୧୨ଟି ବ୍ଲକର ପଞ୍ଚାୟତ ସମିତିର ସମିତି ସଭ୍ୟାସଭ୍ୟ ମହାସଙ୍ଘ ପକ୍ଷରୁ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ଜିଲାସଭାପତି ବୈଦ୍ୟନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମିତିସଭ୍ୟ...