କନ୍ଧମାଳ

ଦାରିଙ୍ଗବାଡ଼ିରେ ଖସୁଛି ପାରଦ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଅନଭୁତ ହେଉଛି। ବିଳମ୍ବିତ ରାତିରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଅଞ୍ଚଳରେ ଘନ କୁହୁଡ଼ି ରହୁଛି। ଗତ ୭ ତାରିଖରେ ଅଞ୍ଚଳରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା।...

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ ଏବଂ ସସ୍ତୁଳିତ ପରିବେଶ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ...

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି ା ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ...

କନ୍ଧମାଳରେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ ଅଫିସ,୨୨।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଛନ୍ତି। ପରେ ବିଜୁ ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।...

ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ଆଜି

ଫୁଲବାଣୀ ଅଫିସ/ଖଜୁରୀପଡ଼ା,୨୨।୧୧: କନ୍ଧମାଳ ଜିଲା ଗସ୍ତରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ...

ଡିଲ୍‌ ବେଳେ ଧରାପଡ଼ିଲେ

ବାଲିଗୁଡା/ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ୧୧ କେଜି ଓଜନର ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏସ୍‌ଟିଏଫ୍‌ ଘଟଣାରେ ସମ୍ପୃକ୍ତ ୨ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା...

ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା

ରାଇକିଆ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ଘଟିଥିଲା । ଅପରାହ୍ନ ସାଢ଼େ ତିନିଟାରୁ ସୋମବାର...

ଆମ୍ବଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର

ରାଇକିଆ,୧୪ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ପାଜିମାହାର କିରଣ ପ୍ରଧାନ, ଦିଗି ପାଙ୍ଗାନାଜୁ ଅଞ୍ଚଳର...

ପୋଲ ନାହିଁ,ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି ଲୋକେ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦାସିଂବାଡ଼ି ପଞ୍ଚାୟତର ଗଡ଼ାପାକାଲି ଗ୍ରାମକୁ ଏବେ ବ୍ଲକ ପ୍ରଶାସନ ଫୋକସ କରୁଛି। ଗାଁକୁ ରାସ୍ତା ସଂପ୍ରସାରଣ ସହ ଚାଷଜମି ଉନ୍ନତୀକରଣ, ଚାଷ ପାଇଁ କୂପ ଖନନ ସହ ପିଇବା ପାଣି ପାଇଁ ପ୍ରୟାସ...

୭ ହଜାର ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା...

ବଜାର ବୁଲୁଛି ଜଗା

ଫୁଲବାଣୀ ଅଫିସ,୮।୧୧: କନ୍ଧମାଳ ଜିଲାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ ଡାକ୍ତରଖାନା କ୍ୟାବିନ୍‌ରୁ ବାହାରି ଫୁଲବାଣୀ ସହରରେ ବୁଲୁଛି । ବଜାରରେ ଜଳଖିଆ ଖାଉଛି ା ବାପାଙ୍କ ହାତ ଧରି ଏ ଦୋକାନରୁ ସେ ଦୋକାନକୁ ଯାଉଛି।...

ଚକ୍‌ଖଡ଼ିରେ କ୍ଷୁଦ୍ର ରଥ

ଫୁଲବାଣୀ ଅଫିସ୍‌, ୮ା୧୧: କନ୍ଧମାଳ ଜିଲାର ଏନ୍‌. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍‌ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍‌ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛି। ଫୁଲବାଣୀ ସହର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri