କନ୍ଧମାଳ

ରାସ୍ତା କଡ଼ରେ ଜଳିଗଲା ଗ୍ରିଡର ମେଶିନ

ବାଲିଗୁଡା,୨୩।୫:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଏକ ଗ୍ରିଡର ମେଶିନ୍‌ରେ ନିଆଁ ଲାଗି ଜଳିଯାଇଛି। ମେଶିନ୍‌ଟି ଠିକା ସଂସ୍ଥାରେ ନିୟୋଜିତ ଥିବା ଜଣାପଡ଼ିଛି। ଶର୍ଟ ସର୍କିଟ...

ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୨୨।୫: କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଅଶୋକ ପୁନେ। ତାଙ୍କ ଘର ଛତିଶଗଡ଼ ବିଜାପୁର ଜିଲା ମାଲିପଦ ପଞ୍ଚାୟତ ଦଲା ଗ୍ରାମରେ। ଅଶୋକ ଦୀର୍ଘ ୬/୭ ବର୍ଷ...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ (ଡି.ଏନ୍‌.ଏ.),୧୯।୫: କିଛି ଦିନର ନିରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି। ଜିଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ, ଖମଣଖୋଲ, ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନ...

ପୁଣି ସ୍ଥିତି ଜାହିର କଲେ ମାଓବାଦୀ: ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର ବ୍ୟାନର

ଫୁଲବାଣୀ ଅଫିସ,୧୮।୫: କିଛିଦିନର ନୀରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। ଜିଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡ଼ା ଥାନା ଅଞ୍ଚଳରେ ମାଓବାଦୀ...

କାଳବୈଶାଖୀରେ ଉଡ଼ିଲା ଆଜ୍‌ବେଷ୍ଟସ୍‌

କ.ନୂଆଗାଁ,୧୬।୫(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉଦ୍ଧର୍‌ବ ଲୋକଙ୍କ ଘର ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି l ଛପର ଉଡିଯିବା ଫଳରେ ଘରେ...

ଭୋଜି ଖାଇ ୧୬ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୭ ଗୁରୁତର

ତୁମୁଡିବନ୍ଧ,୧୬।୫(ଡି.ଏନ.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ବୁଢ଼ା କୁଣ୍ଡଳୀ ଗ୍ରାମରେ ବାହାଘର ଭୋଜି ଖାଇ ୧୫ଜଣ ମହିଳା, ପୁରୁଷ ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ...

ପଲ୍ଲିଶ୍ରୀ ମେଳାରେ ଅତିଥି ଚୟନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତିଥି ଚୟନକୁ ନେଇ କେତେଜଣ ପ୍ରଶାସନିକ ଅଧିକାରୀ,...

ଧରାପଡ଼ିଲେ ୫ ଡକାୟତ: ସୁନାଗହଣା ସହ ବାଇକ, ମୋବାଇଲ ଜବତ

ଫୁଲବାଣୀ ଅଫିସ,୧୫ା କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଗ୍ରାମ ସୁନା ଗହଣା, ଦୁଇଟି ବାଇକ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ,...

କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ୍‌ କେନ୍ଦୁପତ୍ର

ଫୁଲବାଣୀ ଅଫିସ, ୧୫।୫: କରୋନା ପ୍ରଭାବରେ ଗତ ଦୁଇ ବର୍ଷ ହେଲା କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛିା ଏଥର ଜିଲାରେ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରାଯିବାକୁ...

ନ୍ୟାୟ ପାଇଁ ପ୍ରେମିକଙ୍କ ଘରେ ଆଦିବାସୀ ପୀଡ଼ିତା

ମହାକାଳପଡ଼ା,୧୪ା୫ (ଡି.ଏନ.ଏ.): କନ୍ଧମାଳ ଜଲା ଦାରିଙ୍ଗବାଡ଼ି ଅଞ୍ଚଳର ଆଦିବାସୀ ଯୁବତୀ ଝିଲିମା ପ୍ରଧାନ (୨୪) ନ୍ୟାୟ ପାଇଁ ପ୍ରେମିକ ଘରେ ପହଞ୍ଚି ନ୍ୟାୟ ଦାବି କରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ...

ରଖେ ଯାହାକୁ ହରି…

ଦାରିଙ୍ଗବାଡ଼ି,୧୨।୫(ଡି.ଏନ୍‌.ଏ.): ରଖେ ହରି ତୋ ମାରେ କିଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ। ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ ଏକ ୩ ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଳିଥିବା ବେଳେ ଜଣେ ଶ୍ରମିକ...

୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri