ପ୍ରସ୍ତାବିତ ସିଆର୍ପିଏଫ୍ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ
ବାଲିଗୁଡ଼ା,୩ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସି ନୂଆସାହି ଅନ୍ତର୍ଗତ ଡୁମାସ୍କା ପଦରରେ ପ୍ରସ୍ତାବିତ ସିଆର୍ପିଏଫ୍ କ୍ୟାମ୍ପକୁ ନୂଆସାହି ଗ୍ରାମ୍ୟ କମିଟିର ତିନୋଟି ଓ୍ବାର୍ଡବାସୀ ବିରୋଧ କରିଛନ୍ତି। ଏନେଇ ବାଲିଗୁଡ଼ା ତହସିଲଦାର, ଉପଜିଲାପାଳ, କନ୍ଧମାଳ ଜିଲାପାଳ, ଏନ୍ଏସି ଅଧ୍ୟକ୍ଷ, ଉପଖଣ୍ଡ ଆରକ୍ଷୀ...