ଦାରିଙ୍ଗବାଡ଼ି,୨୮।୩(ଡି.ଏନ୍.ଏ.)- କରୋନା ପାଇଁ ଚାରିଆଡେ ଖଁା ଖଁା। ସହର ହେଉକି ଗାଁ ପ୍ରାୟ ଖୁଚୁରା ଦୋକାନରୁ ଲୋକେ ଧାର୍ଯ୍ୟ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଥିବାବେଳେ କେତେକଲୋକ ଦୀର୍ଘଦିନ ପାଇଁ ରାଶନ ସାମଗ୍ରୀ ସହ ପନିପରିବା ଆଦି ଗଚ୍ଛିତକରି...
ଦାରିଙ୍ଗବାଡ଼ି,୨୮୩(ଡି.ଏନ.ଏ)- କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ବେଳେ ସମସ୍ତ ଗଁା, ବଜାର ଏବେ ଖାଁ ଖାଁ ଲାଗୁଛି। ଲୋକେ ବାରମ୍ବାର ଘରୁ ପଦାକୁ ନବାହାରିବାକୁ ସଚେତନ କରାଯାଉଥିବାବେଳେ ସକାଳ ୭ ରୁ ପୂର୍ବାହ୍ନ...
ରାଇକିଆ,୨୮।୩(ଡି.ଏନ୍.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ ୭ରୁ ୧୧ଟା ମଧ୍ୟରେ ରାଶନ ସାମଗ୍ରୀ, ଔଷଧ, ପନିପରିବା ପାଇଁ କିଛି ଘଣ୍ଟାର...
Archives
Model This Week
ପିଲାଙ୍କ ଧରିତ୍ରୀ