କନ୍ଧମାଳ

ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର: କଟୁ ସମାଲୋଚନା

ବାଲିଗୁଡା,୨୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲଗାଯାଇଛି। ଏଥିରେ ମାଓବାଦୀଙ୍କୁ କଟୁ ସମାଲୋଚନା...

କରୋନା କଟକଣା: ଫିକା ପଡ଼ିଛି ଗଣେଶ ପୂଜା

ବାଲିଗୁଡ଼ା,୨୨ା୮(ଡି.ଏନ୍‌.ଏ.) : ଆଜି ପ୍ରଭୁ ଗଣେଶଙ୍କ ପୂଜା । ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲା ସମେତ ବାଲିଗୁଡ଼ା ଟାଉନରେ ଫିକା ପଡ଼ିଛି ଏହି ଉତ୍ସବ। ଏହାକୁ ନେଇ ନିରାଶ ହୋଇଛନ୍ତି ବାଲିଗୁଡ଼ା ବାସିନ୍ଦା। ଚଳିତ ବର୍ଷ କରୋନା...

ଜି. ଉଦୟଗିରିରୁ ସମ୍ପୂର୍ଣ୍ଣ ହଟିଲା କଣ୍ଟେନମେଣ୍ଟ, ଜାଣନ୍ତୁ କେଉଁ ସବୁ ସାହି ଥିଲେ ଏହି ଜୋନ୍‌ରେ

ଜି.ଉଦୟଗିରି,୨୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରୁ ସମ୍ପୂର୍ଣ୍ଣ ରୂପେ କଣ୍ଟେନମେଣ୍ଟ ଜୋନ୍‌ ହଟାଯାଇଛି। ଅଗଷ୍ଟ ୫ ତାରିଖରେ ବ୍ୟାଙ୍କ କଲୋନୀ ଓ ଅଗଷ୍ଟ ୯ରେ ଚମ୍ପାସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ଶନିବାର ଉକ୍ତ ଦୁଇ ସାହିରୁ କଣ୍ଟେନମେଣ୍ଟ...

ଭିଜିଲାନ୍ସ ଜାଲରେ ଗ୍ରାମରୋଜଗାର ସେବକ : ୩୨ ହଜାର ଲାଞ୍ଚ ନେଉଥିବା ବେଳେ ପଡିଲେ ଧରା

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରକାଶ ଯେ, ଏକ କୂଅ ଖୋଳିବା ପାଇଁ ଉକ୍ତ ପଞ୍ଚାୟତ ଲାଦାମାଲା ଗ୍ରାମର ରଞ୍ଜନ...

ସିମନବାଡ଼ି ବଜାରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ: ଅମାନିଆଙ୍କୁ ଅଟକାଇଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବହୁ ସମୟରେ ଦୋକାନ ବଜାରଗୁଡ଼ିକରେ ଭିଡ଼ ଜମିବା ସହ...

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ ସାହିରୁ ମଧ୍ୟ ଆଜି କଣ୍ଟେନ୍‌ମେଣ୍ଟ୍‌ ହଟିଛି। ଲକ୍ଷ୍ମୀବଜାରକୁ ଜୁଲାଇ ୨୯ ଓ ବରାଳିନୀ...

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ,...

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ...

ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ ଚାଷୀ କ୍ଷତିଗ୍ରସ୍ତ ହୋଇପଡିଛନ୍ତି। କରୋନା ଯୋଗୁ ହଳଦୀ ମୂଲ୍ୟ ହ୍ରାସ ପାଇଛି।...

ମାଓବାଦୀଙ୍କ ତାଣ୍ଡବ: ପୋଡ଼ିଦେଲେ ଘରୋଇ ଠିକା ସଂସ୍ଥାର ୬ ଗାଡ଼ି

ବାଲିଗୁଡା,୧୭।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କ୍ୟାମ୍ପକୁ ଉଡାଇ ଦେଇଥିବା ଜଣାପଡ଼ିଛି। ଏହା ସହ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ ହେଉଥିବା ହାଇୱା, ପାଣି ଟ୍ୟାଙ୍କର ସମେତ ୬ଟି ଗାଡ଼ିକୁ ପୋଡି ଦେଇଛନ୍ତି।...

ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…

ବାଲିଗୁଡ଼ା,୧୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ରୁ...

କରୋନା କଟକଣା ଭିତରେ ଜି.ଉଦୟଗିରିରେ ଉଡିଲା ତ୍ରିରଙ୍ଗା

ଜି.ଉଦୟଗିରି,୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆରେ ଶନିବାର ନିରାଡ଼ମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଡିଓ ତଥା ଭାରପ୍ରାପ୍ତ ଅତିରିକ୍ତ ଉପଜିଲାପାଳ ଶାନ୍ତନୁ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଷ୍ଠୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri