କନ୍ଧମାଳ

ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍‌ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ):ଦାରିଙ୍ଗବାଡ଼ିରେ ଶନିବାର ଶୀତ ମହୋତ୍ସବର ଉଦ୍‌ଘାଟନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଶୀତ ମହୋତ୍ସବ ଚଳିତ ଥର ପାଳନ କରାଯାଉଛି। ଏଥିପାଇଁ...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଇକିଆ,୧୦ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ଶୁକ୍ରବାର ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ପତାକା...

ଅଳିଆ ଗନ୍ଧରେ ଫାଟୁଛି ସିମନବାଡି: ପଥଚାରୀ ଅସନ୍ତୁଷ୍ଟ

ଦାରିଙ୍ଗବାଡି,୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ସୁବିଧା ଓ ପଥଚାରୀଙ୍କ ବିଶ୍ରାମ ପାଇଁ ପଞ୍ଚାୟତ ପକ୍ଷରୁ ଏବେ ପଦକ୍ଷେପ ନିଆଯାଇଛି । ପଞ୍ଚାୟତର ବିଭିନ୍ନ ଛକ ଓ ଜନଗହଳି ସ୍ଥାନରେ ସିମେଣ୍ଟର ବେଞ୍ଚ ପକାଯାଇଛି...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଡିସେମ୍ବରରେ ଆକାଶ ମେଘୁଆ ରହିବା...

ନୂଆ ଆଶା ଦେଖାଇଛି ଲେମନ ଗ୍ରାସ ଚାଷ

ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା ଚାଷୀମାନେ ପ୍ରଥମ ଥର ପାଇଁ ଏହି ଚାଷ କରିଛନ୍ତି । ରାଇକିଆ ବ୍ଲକ...

ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ତୁମୁଡ଼ିବନ୍ଧ,୯ା୧(ଦୀପକ ପାରାସେଟ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍‌ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଆର୍‌ ୧୫ ଓଡି ୦୮ ଏନ୍‌ ୨୭୮୫ ନମ୍ବର ବିଶିଷ୍ଟ...

ଶୀତ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ଗୁରୁତ୍ୱ: ମନୋନୀତ ପାଇଁ ସ୍କ୍ରିନିଂ

ଦାରିଙ୍ଗବାଡି, ୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଶନିବାର ଠାରୁ ସୋମବାର ୩ ଦିନ ଧରି ଶୀତ ମହୋତ୍ସବ ପାଳନ କରାଯିବ ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତୀ ଜୋରଦାର କରାଯାଇଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ...

ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୯ା୧(ଶିଶିର ପଟ୍ଟନାୟକ): ରାଜ୍ୟର ଶୀତଳ ସହର ଜି.ଉଦୟଗିରି ସହରରେ ୧୫ ଦିନ ହେବ ଶୀତର ପକୋପ ଜାରି ରହିଛି । ଗୁରୁବାର ସର୍ବନିମ୍ନ ତାପମାତ୍ରା ୫. ୨ ଡିଗ୍ରୀ ରହିଛି । ରାଜ୍ୟର ସବୁଠାରୁ ଶୀତର ସହର ଭାବେ ଆଜି...

ଧ୍ରୁବ ଚରଣ ପଲାଇ ହୁମ୍ମା ମଣ୍ଡଳ ସଭାପତି

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ଯୁବ ଭାଜାପା ନେତା ତଥା ହୁମ୍ମା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ପଲାଇ ଦ୍ୱିତୀୟଥର ପାଇଁ ହୁମ୍ମା ମଣ୍ଡଳ ସଭାପତି ଭାବେ ଚୟନ ହୋଇଛନ୍ତି l ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତୁଷାରପାତ ହୋଇଛି। ତାପମାତ୍ରା ୮ ଡିଗ୍ରୀ ରହିଛି। ଦୁର୍ଗମ ଗ୍ରାମ ଗୁଡିକରେ ଏହା ଠାରୁ...

ରାଇକିଆ ବ୍ଲକ୍ ଦାୟିତ୍ୱ ନେଲେ ଜି. ଉଦୟଗିରି ବିଡ଼ିଓ

ରାଇକିଆ,,୮ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଦାୟିତ୍ଵ ନେଇଛନ୍ତି ମନୋଜ କୁମାର ଦେବତା। ସେ ଜି. ଉଦୟଗିରି ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ରାଇକିଆ ବ୍ଲକ୍ ରେ ତାଙ୍କୁ ଅତିରିକ୍ତ ଦାୟିତ୍ଵ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେଶନ ଚାଲିଥିବାବେଳେ ସିଆରପିଏଫ ଏବଂ ଏସ୍‌ଓଜି ମାଓବାଦୀ କ୍ୟାମ୍ପ ସହ ଆଇଇଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image